ମାଛଧରା ଜାଲରେ କିପରି ଫସିଲା ବିରଳ ବଣୁଆ ବିଲେଇ; ଜାଣନ୍ତୁ…
ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଏକ ବିରଳ ପ୍ରଜାତିର ବଣୁଆ ବିଲେଇକୁ ଧରିଛନ୍ତି ଜଣେ ମତ୍ସ୍ୟଜୀବୀ । ଏହି ବଣୁଆ ବିଲେଇଟି ‘ପ୍ରାଇନାଇଲୁରୁସ ଭାଇଭେରିନସ’ ପ୍ରଜାତିର ବୋଲି ଜଣାପଡ଼ିଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚିଲିକାରେ ଅମୂଲ୍ୟ ପ୍ରଧାନ ନାମକ ଜଣେ…