Latest Odisha News

BREAKING NEWS

Yearly Archives

2020

କରୋନା କ୍ରିଏଟିଭିଟି : ରାଜଶ୍ରୀ ତ୍ରିପାଠୀଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଆଜି ରାତିରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ବେଳେ ଏଥିସହିତ ସୋମବାର ରାତିରେ ବଜ୍ରପାତ ହେବାନେଇ ସତର୍କ ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ, ରାଜ୍ୟର ସୁନ୍ଦରଗଡ଼,…

ଟି୨୦ ଓ୍ବାର୍ଲ୍ଡକପ୍ ବଦଳରେ ଆଇପିଏଲ ୨୦୨୦ର ଆୟୋଜନ ହେବ: ଅଷ୍ଟ୍ରେଲିଆ ଗଣମାଧ୍ୟମ

ମୁମ୍ବାଇ: ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ବଦଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆୟୋଜିତ ହେବ । ତେବେ ଆଇପିଏଲ କେଉଁଠାରେ ହେବ ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇନି । ଗଣମାଧ୍ୟମର ସୂଚନା ଅନୁସାରେ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କ୍ରିକେଟ…

ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ପୁଣି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମୋଟ ସଂଖ୍ୟା ୬୪୮୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି…

କୋଭିଡ ହସ୍ପିଟାଲରୁ କରୋନା ରୋଗୀ ଛୁ’

ନବରଙ୍ଗପୁର: କୋଭିଡ ହସ୍ପିଟାଲରୁ ଛୁ ମାରିଲେ କରୋନା ରୋଗୀ । ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରୁ କାନ୍ଥ ଡେଇଁ ଜଣେ କରୋନା ସଂକ୍ରମିତ ଚମ୍ପଟ ମାରିଛନ୍ତି । ଆକ୍ରାନ୍ତଙ୍କ ଫେରାର ନେଇ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଥାନାରେ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏତଲା ଦେଇଛନ୍ତି । ଏନେଇ…

ଆଶ୍ଚର୍ଯ୍ୟଜନକ ଭାବେ ଗଛରୁ ଝରୁଛି ପାଣି; ଗଛମୂଳେ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

କରାତୁଳି/ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ପଞ୍ଚାୟତରେ କରାତୁଳି ଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।  ବାଘୁଆ ନଦୀ କୂଳରେ ଥିବା ଏକ ବଣ ପାଳଧୁଆ ଗଛରେ କୈଣସି ଏକ ଅଲୌକିକ ଶକ୍ତି ମାଧ୍ୟମରେ ଗଛରୁ ପାଣି ବାହୁରୁ ଥିବା ଭଳି ଚମତ୍କାର ଦୃଶ୍ୟ ଦେଖିବାକୁ…

୨ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଚୀନ୍ ସେନା

ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନୁଆଁଇଲା ଡ୍ରାଗନ । ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ୍ ସେନା । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି ।…

୮୫ ବର୍ଷରେ ପଦାର୍ପଣ କଲେ ତିବ୍ଦତର ଧର୍ମଗୁରୁ ଦଲାଇ ଲାମା, ସୈନିକ ବେଶରେ ଆସି ଭାରତରେ ଶରଣ ନେଇଥିଲେ

ନୂଆଦିଲ୍ଲୀ: ତିବ୍ଦତ.. । ଭାରତର ଉତରରେ ପାହାଡ ଉପରେ ଅବସ୍ଥାପିତ ଏହି ସ୍ଥାନ ଏବେ ଚୀନ କବଜାରେ ରହିଛି । ଏଠାକାର ଟକଷ୍ଟର ନାମକ ସ୍ଥାନରେ ୬ ଜୁଲାଇ ୧୯୩୫ରେ ଦଲାଇ ଲାମାଙ୍କ ଜନ୍ମ ହୋଇଥିଲା । ସେତେବେଳେ ତାଙ୍କ ନାମ ଲ୍ୟାହମୋ ଦୌଡୁମ୍ବେ ଥିଲା । ପ୍ରକୃତରେ ସେ ଲ୍ୟାମୋ ଦୌଡୁମ୍ବେ ବୌଦ୍ଧଙ୍କ…

ଜିଲ୍ଳାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଂଚ, ୭ ଦିନ ପାଇଁ ମଥୁରା ପଂଚାୟତ ସଟଡାଉନ୍

ଗଞ୍ଜାମ: ପୋଲସରା ବ୍ଲକ ମଥୁରା ପଂଚାୟତକୁ  ଏକ ସପ୍ତାହ ଧରି ସଟଡାଉନ ଘୋଷଣା କଲେ  ସରପଂଚ । ସୋମବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଯାଏଁ ସଟଡାଉନ ଘୋଷଣା ହୋଇଛି । ପୋଲସରା ଅଂଚଳରେ ପଜିଟିଭ ସଂଖ୍ୟା ବଢୁଥିବାରୁ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।…

କରୋନା କ୍ରିଏଟିଭିଟି : ଆୟୁଷ ନାରାୟଣ ମହାନ୍ତିଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…