Latest Odisha News

BREAKING NEWS

Yearly Archives

2020

ବିଗ୍ ବସ୍-୧୪ ପାଇଁ ଆରମ୍ଭ ହେଲା ଅନଲାଇନ ଅଡ଼ିସନ: ସମସ୍ତ ପ୍ରତିଯୋଗୀଙ୍କର ହେବ କୋଭିଡ ପରୀକ୍ଷା

ମୁମ୍ବାଇ: କରୋନା ମହାମାରୀ ସତ୍ତ୍ୱେ ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍ ୧୪' ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଅଡିସନ୍। ଏହି ରିଆଲିଟି ସୋ’ର ନିର୍ମାତାଙ୍କ ନିକଟତମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ବର୍ଷ ବିଗ୍ ବସ୍ ରେ ରହିବ 'ଜଙ୍ଗଲ ଥିମ୍'। ୩୦ ଜଣ ପ୍ରତିଯୋଗୀ ଅଡିସନରୁ ସର୍ଟଲିଷ୍ଟ…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୫ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି…

ପଙ୍ଗପାଳଙ୍କ ଉପରେ ହେଲିକପ୍ଟରରୁ ସିଞ୍ଚନ କରାଯିବ କୀଟନାଶକ

ନୂଆଦିଲ୍ଲୀ: ତ୍ତତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପଦ୍ରବ ଚଳାଇଛନ୍ତି ପଲ ପଲ ପଙ୍ଗପାଳ । କେଇ ଘଣ୍ଟା ଭିତରେ ଏକର ଏକର ଫସଲ ଖାଇ ସଫା କରି ଦେଉଛନ୍ତି । ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଆଜି ଆକାଶମାର୍ଗରୁ ସେମାନଙ୍କ ଉପରେ କୀଟନାଶକ ସିଞ୍ଚନ…

ଲଗାତାର ୨୨ ଦିନ ବୃଦ୍ଧି ପାଇବା ପରେ ଆଜି ସ୍ଥିର ରହିଛି ତୈଳ ଦର: କେତେ ରହିଛି ଆଜିର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ:ଦେଶରେ ଲଗାତାର ୨୨ ଦିନ ଧରି ତୈଳ ଦର ବଢିବା ପରେ ଆଜି ସ୍ଥିର ରହିଛି । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ବର୍ଦ୍ଧିତ ତୈଳ ଦର । ଲଗାତାର ୨୧ ଦିନ ବୃଦ୍ଧି ପରେ ରବିବାର ଦିନ ମଧ୍ୟ ଏହା ସ୍ଥିର ରହିଥିଲା । ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୦.୪୩ ଟଙ୍କା ରହିଥିବା…

ଅନନ୍ତନାଗରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ୱାଘାମା ଅଞ୍ଚଳରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁତ୍ରରୁ ପ୍ରକାଶ ଯେ ଅନନ୍ତନାଗ ଜିଲ୍ଲାର ୱାଘାମା ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ…

ମୁମ୍ୱାଇ ତାଜ ହୋଟେଲକୁ ଉଡ଼ାଇ ଦେବାକୁ ପାକିସ୍ତାନରୁ ଧମକପୂର୍ଣ୍ଣ ଫୋନ୍ କଲ୍

ମୁମ୍ୱାଇ: ତାଜ ହୋଟେଲକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । କୋଲାବାରେ ଥିବା ତାଜମହଲ ପ୍ୟାଲେସ୍ ଓ ବାନ୍ଦ୍ରା ସ୍ଥିତି ତାଜ ଲ୍ୟାଣ୍ଡସ୍ ଏଣ୍ଡ ହୋଟେଲକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ କେହି ଅଜଣା ଦୁର୍ବୃତ୍ତ ଧମକ ଦେଇଛି । ଗତକାଲି ରାତିରେ…

ଓଡିଶାରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୭ହଜାର ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୦୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୦୬୫ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଭାରତରେ ୨୪ ଘଣ୍ଟାରେ ୧୮ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୪୧୮ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୫,୬୬,୮୪୦କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅନଲାଇନରେ ପଢିବେ ଯୁକ୍ତଦୁଇ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ।ବିଭିନ୍ନ ବିଷୟର ବିଭିନ୍ନ ଗ୍ରୁପ ତିଆରି ହେବ। ଏହା ମାଧ୍ୟମରେ ହେବ ଅନ୍ଲାଇନ୍ କ୍ଲାସ। ଏନେଇ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ…

କରୋନା ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଚୀନକୁ ଟିମ୍ ପଠାଇବ WHO

ଚୀନରେ କରୋନାର ଉତ୍ପତ୍ତି ସ୍ଥଳ କେଉଁଠି ? ଉହାନ୍ ମାଂସ ମାର୍କେଟ ନା ଲାବ୍ରୋଟୋରୀ ? ଚୀନ କହୁଥିବା କଥାର କେତେ ସତ ଅଛି ? ଗ୍ରାଉଣ୍ଡରୁ ତଥ୍ୟ ସଂଗ୍ରହ କରିବେ ବିଶେଷଜ୍ଞ । ଚୀନକୁ ଏକ ଟିମ୍ ପଠାଇବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ମହାମାରୀର ଛଅ ମାସ ପରେ ଏହାର ମୂଳ ଖୋଜିବାକୁ ଘୋଷଣା…