୨୯ ବିଏସଏଫ୍ ଯବାନଙ୍କ ସହ ମାଲକାନଗିରିରେ ୩୬ କରୋନା ପଜିଟିଭ
ମାଲକାନଗିରି: ମାଲକାନଗିରିରେ ବିଏସଏଫ୍ ଯବାନଙ୍କଙ୍କ ସମେତ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମଙ୍ଗଳବାର ଦିନ ଏକ ଟୁଇଟ୍ କରି କହିଛନ୍ତି ଯେ ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ…