Latest Odisha News

BREAKING NEWS

Yearly Archives

2020

କରୋନା ପଜିଟିଭ ଚିହ୍ନଟ ହେଲା ୧୮ ମାସର ଶିଶୁ କନ୍ୟା

ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକରୁ ଚିହ୍ନଟ ହୋଇଛନ୍ତି ୨ କରୋନା ପଜିଟିଭ୍‌। ସେମାନଙ୍କ ମଧ୍ୟରେ ରହିଛି ଜଣେ ୧୮ମାସର ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଶିଶୁ ଜଣଙ୍କ ନିକଟରେ ନିଜ ବାପା ମାଆଙ୍କ ସହ ଦିଲ୍ଲୀରୁ ଫେରିଥିବା ବେଳେ ବଣିଆସାହି ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ…

କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି: ଆନୁଷ୍ଠାନିକ ଭାବରେ କ୍ୱାରେଣ୍ଟାଇନ ଅବଧି ବଢାଇଛନ୍ତି ଗଜପତି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହି ଅବଧି ୧୪ଦିନ ଥିବା ବେଳେ ଜିଲ୍ଲା ପ୍ରଶାସନ ସୋମବାର ଦିନ କ୍ୱାରେଣ୍ଟାଇନ ଅବଧିକୁ ୨୧ ଦିନ ବଢାଇଛନ୍ତି । ୨୧ ଦିନ ସଂଗରୋଧରେ ରହିବା ପରେ ପ୍ରଥମେ ପ୍ରୋତ୍ସାହନ ରାଶି ୧୦୦୦ ଟଙ୍କା ଏବଂ…

ବିଶ୍ୱରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁସ୍ଥ ହେଲେଣି ୫୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ନୂଆଦିଲ୍ଲୀ: ବିଶ୍ୱରେ କୋଟିଏ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାହୁଁଚାହୁଁ ଏହି ମହାମାରୀ ସାରା ବିଶ୍ଵରେ ବିଜୁଳି ବେଗରେ ଛାଇ ଗଲାଣି । ସଦ୍ୟତମ ରିପୋର୍ଟ ଅନୁଯାୟୀ,ବିଶ୍ବରେ କୋରୋନା ପଜିଟିଭଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୪୨ ହଜାର ୯୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫…

ସଙ୍କଟରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା: ଡବ୍ଲୁଏଚଆରପିଓ ପକ୍ଷରୁ ସହାୟତା ଦାବି

ଗଞ୍ଜାମ: ସଙ୍କଟରେ ପ୍ରବାସୀ ଶ୍ରମିକଙ୍କ ଭବିଷ୍ୟତ । ଯଥାଶୀଘ୍ର କିଛି ବ୍ୟବସ୍ଥା କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବର୍ତ୍ତମାନ କରୋନା ସଂକ୍ରମଣ ମୁକାବିଲା ନିମନ୍ତେ ଲକଡାଉନ ଜାରି ରହିଛି । ଫଳରେ ସମସ୍ତ ଦୋକାନ ବଜାର ଏବଂ କଳ କାରଖାନା ବନ୍ଦ ରହିଛି । ଏଣୁ ବିଭିନ୍ନ ଶିଳ୍ପ…

ଚୀନ୍ ବିରୋଧରେ ପ୍ରତିବାଦ: କମ୍ପାନୀ ଟି-ସାର୍ଟ ପୋଡିଲେ ଜୋମାଟୋ କର୍ମଚାରୀ

କୋଲକାତା: ଫୁଡ଼ ଡେଲିଭରି ଆପ୍ ଜୋମାଟୋ କର୍ମଚାରୀମାନେ କମ୍ପାନୀ ଟି-ସାର୍ଟ ପୋଡି ଲଦାଖରେ ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଚାଇନାର ପୁଞ୍ଜି ବିନିଯୋଗକୁ ବିରୋଧ କରି କେତେକ କର୍ମଚାରୀ ମଧ୍ୟ ଜୋମାଟୋରୁ ଚାକିରି ଛାଡିଛନ୍ତି। ଚାଇନାର ଆଲିବାବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୨୯-୬-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ   ତା ୨୯ ରିଖ  ସୋମବାର ମିଥୁନ ୧୫ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ  ନବମୀ ତିଥି   ଚିତ୍ରା ନକ୍ଷତ୍ର  କନ୍ୟା  ଚନ୍ଦ୍ର  ଘାତ ବାର-:  ମିଥୁନ   ରାଶିର ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଧନୁ ରାଶି…

ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ; କରିହେବ ଫୋନ୍ କଲ୍‌ !

ଜାପାନ: କରୋନାଭାଇରସ୍‌କୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ଏପରି ସ୍ଥିତିରେ ଖୁବ ଶୀଘ୍ର ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ । ଯେଉଁଥିରେ ଫୋନ୍ କଲ୍ ଭଳି ସୁବିଧା ଉପଲବ୍ଧ ହେବ । ତାଜା ସ୍ଥିତିରେ ରାଜ୍ୟ, ଦେଶ ତଥା ବିଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସାଧାରଣତଃ ଲୋକେ ମାସ୍କ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ନାଁରେ ଏତଲା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଏତଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ଝିଅ ଦୀପାଳି ଦାସ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ-୧୯ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଝାରସୁଗୁଡା ଏସ୍‌ପି ସୂଚନା ଦେଇଛନ୍ତି ।…

ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର: ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ନିଲମ୍ବନ ପ୍ରତ୍ୟାହାର କରିବା ସହ ତାଙ୍କୁ ପୁନଃସ୍ଥାପନ କରାଯାଇଛି । ବିଜୟ କେତନ ଉପାଧ୍ୟୟଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ସେକ୍ରେଟାରୀ ଭାବେ ନୂଆ ଦାୟିତ୍ୱ…

ସଟଡାଉନରେ ବିକୁଥିଲେ ମାଛ; ସିଜ୍ କଲା ପୋଲିସ

ବ୍ରହ୍ମପୁର: କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ଜୁନ୍ ୨୭ରୁ ୪ ଦିଦିନିଆ ସଟଡାଉନ କରାଯାଇଛି। ହେଲେ ସଟଡାଉନ ସମୟରେ ମାଛ ବିକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଏଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ସୁରଲା ଏବଂ ସୁମାଣ୍ଡିରୁ ପ୍ରାୟ ୨୦ ଜଣ…