ତାପସୀଙ୍କ ହୋସ୍ ଉଡାଇଲା ବିଜୁଳି ବିଲ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିଜୁଳି ବିଲ୍ ଦେଖି ହୋସ୍ ଉଡିଯାଇଛି । ତିନି ମାସର ଲକଡାଉନ୍ରେ ଆସିଥିବା ବିଜୁଲି ବିଲ୍କୁ ଦେଖି ସେ ନିଜେ ଚକିତ ହୋଇଯାଇଛନ୍ତି । ତାଙ୍କ ଘରର ବିଦ୍ୟୁତ ବିଲ୍ ଏତେ ଅଧିକ ଆସିଛି େ ଯାହା ଜାଣିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏନେଇ…