ଚାଇନିଜ ଆପ୍ସକୁ ଝଟକା, ଡାଉନଲୋକ ହାର କମୁଛି
ନୂଆଦିଲ୍ଲୀ: ଭାରତ ବିପକ୍ଷରେ ସୀମା ବିବାଦ ସୃଷ୍ଟି ଚୀନ ଅସୁବିଧାରେ ପଡିଛି । ରିପୋର୍ଟ ମୁତାବକ ଭାରତରେ ଚାଇନିଜ ପ୍ରଡକ୍ଟକୁ ବୟକଟ କରିବା ଜୋର ଧରିଛି । ଏହାର ପ୍ରଭାବ ଚାଇନିଜ ଆପ୍ସ ଉପରେ ପଡିଛି । ଟିକଟକ, ହ୍ୟାଲୋ, ଲାଇକି ଏବଂ ପବଜୀ ଆପ୍ସର ଲୋକପ୍ରିୟତା କମିଛି । ସେନସର ଟାୱାର ରିପୋର୍ଟ…