Latest Odisha News

BREAKING NEWS

Yearly Archives

2020

ସୁରକ୍ଷାକର୍ମୀ ଗୁଳିରେ ଗଡ଼ିଲା ଆତଙ୍କୀର ମୁଣ୍ଡ

ଜମ୍ମୁ କାଶ୍ମୀର: ପୁଲଓ୍ୱାମା ଜିଲ୍ଲାରେ ଏନକାଉଣ୍ଟରେ । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅବନ୍ତିପୁରାର ତ୍ରାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଗତକାଲି ରାତିରେ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ । ତ୍ରାଲ ଅଞ୍ଚଳରେ କିଛି…

ଆଜିବି ବଢ଼ିଲା ତୈଳ ଦର; ଜାଣନ୍ତୁ, କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ:ଦେଶରେ ଲଗାତାର ବଢି ଚାଲିଛି ତୈଳଦର । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ତୈଳଦର । ଆଜି ପୁନଃ ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୭ ପଇସା ବୃଦ୍ଧି ଘଟିଛି । ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୦.୧୩ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦.୧୯ ଟଙ୍କା…

କରୋନା ସଂକ୍ରମଣରେ ଚୀନକୁ ଟପିଯିବ ଦିଲ୍ଲୀ-ଏନସିଆର୍

ଦିଲ୍ଲୀ: ପ୍ରଦିତିନ ହଜାର ହଜାର ନୂଆ କରୋନା କେସ ସାମନାକୁ ଆସୁଛି । ଦିଲ୍ଲୀର କରୋନା ଗ୍ରାଫ ଦର୍ଶାଉଛି ବିଶ୍ୱରେ ୧୬୭ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଯେତିକି କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରୁ ବାହାରିଛନ୍ତି ତାଠୁ ଅଧିକ ଆକ୍ରାନ୍ତ । ହନ୍ ହପକିଙ୍ଗସ ବିଶ୍ୱବିଦ୍ୟାଳୟ ରିପୋର୍ଟ ଏହି…

ପୋଲିସକୁ ବଡ଼ ସଫଳତା: ଗିରଫ ହେଲା ଏପ୍ରିଲ ୪ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ

ବୁଗୁଡା: ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏପ୍ରିଲ ୪ ତାରିଖ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଆସାମୀକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନାନୁସାରେ, ବୁଗୁଡା ଜଗତପାଟଣା ଗ୍ରାମର ମୁନା ଓରଫ ଅର୍ଜୁନ କର( ୩୨)ଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାଠାରୁ ଏକ ପିସ୍ତଲ, ଏକ…

ବର୍ଷା ସହ ବଜ୍ରପାତ ଆଶଙ୍କା: ଏହି ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା…

କାହିଁକି ଆତ୍ମହତ୍ୟା କଲେ ଟିକଟକ୍ ଷ୍ଟାର ସିୟା କକ୍କର ?

ନୂଆଦିଲ୍ଲୀ : ଟିକ୍ ଟକ୍ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । । ମାତ୍ର ୧୬ ବର୍ଷ ବୟସରେ ସିୟା କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିପାରିନାହିଁ । ଏହି ଖବର ପ୍ରସାରିତ ହେବା ପରେ ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ…

ବାହୁଡା ଯାତ୍ରାରେ ସାମିଲ ହେବେ କରୋନା ନେଗେଟିଭ ସେବାୟତ

ପୁରୀ: ସରିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଆଗକୁ ଆସୁଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ଏଥିରେ ନେଗେଟିଭ ଚିହ୍ନଟ ସେବାୟତଙ୍କୁ ହିଁ ବାହୁଡା ଯାତ୍ରାରେ ସାମିଲ ହେବା ନେଇ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।…

ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଖୋଲା

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ରହିଛି ୬୧୭.୪୧ ଫୁଟ । ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୯୯ ହଜାର କ୍ୟୁସେକ୍ ବନ୍ୟା ଜଳ । ସେହିପରି ନିଷ୍କାସିତ ହେଉଛି ୧ ଲକ୍ଷ ୩୬ ହଜାର ୫୦୪…

ସାରା ଦୁନିଆରେ ୯୭ ଲକ୍ଷ ଲୋକଙ୍କୁ କରୋନା

ସାରା ବିଶ୍ୱକୁ ନିଜ ହାତମୁଠାରେ କରି ସାରିଲାଣି ମାରାତ୍ମକ କରୋନା ଭାଇରସ୍ । ୯୭ ଲକ୍ଷ ଲୋକଙ୍କ ସଂକ୍ରମିତ ହେଲେଣି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୬ ହଜାର ନୂଆ ପଜିଟିଭ କେସ୍ ସାମନାକୁ ଆସିଛି । ମୃତ୍ୟୁବରଣ କରିଛନ୍ତି ଆଉ ୫ ହଜାର ଲୋକ । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୯୯…

ଦ୍ଵିତୀୟ ବିବାହର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗୋଡେଇ ଗୋଡେଇ ମାରିଲା ସ୍ୱାମୀ

ବୁଗୁଡା: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କଲେ ସ୍ବାମୀ । ଏହାର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗଡେଇ ତଡେଇ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଲତାକରଡା ଗାଁ ରେ । ରବିନ୍ଦ୍ର ନାୟକଙ୍କ…