Latest Odisha News

BREAKING NEWS

Yearly Archives

2020

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ ୨ ଶହୀଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଲଦାଖ ଗଲୱାନ୍ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା ୨ ବୀର ଓଡ଼ିଆ ଯବାନଙ୍କୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଅନ୍ତିମ ବିଦାୟ । ନିଜ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର ସହ ସମ୍ପନ୍ନ ହେବ ୨ ବୀର ଯବାନଙ୍କ ଶେଷକୃତ୍ୟ। ସୂଚନାଯୋଗ୍ୟ,…

ଲଗାତାର ୧୩ ଦିନ ପାଇଁ ବୃଦ୍ଧି ପାଇଲା ତେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟକୁ ଅନ୍ୟପଟେ ଖାଉଟିଙ୍କୁ ଚିନ୍ତାରେ ପକାଉଛି ମହଙ୍ଗା ମାଡ଼।ଆଜି ମଧ୍ୟ ବଢିଛି ପେଟ୍ରୋଲ, ଡିଜେଲ ଦର । ଲଗାତାର ଦ୍ଵାଦଶ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇଛି। ସକାଳ…

ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ

ଭୁବନେଶ୍ୱର: ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନୀତିନିର୍ଘଣ୍ଟ । ସମସ୍ତ ସେବାୟତ ଓ ନିଯୋଗଙ୍କ ସହ ଆଲୋଚନା ପରେ ଗୁରୁବାର ଦିନ ମନ୍ଦିର ପ୍ରଶାସନ ନିତିନିର୍ଘଣ୍ଟ ପ୍ରସ୍ତୁତ କରିଛନ୍ତି । ଆସନ୍ତା ରବିବାର ରାହୁ କଙ୍କଣ ଗ୍ରାସ ସୂର୍ଯ୍ୟୋପରାଗ…

ଗ୍ରାମାଞ୍ଚଳରେ ଜୀବନ ଜୀବିକା ସୃଷ୍ଟି: ଆସନ୍ତା ୨୦ ରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ ଗରିବ କଲ୍ୟାଣ ରୋଜଗାର ଅଭିଯାନ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଭାରତ ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦ ତାରିଖ ଦିନ ୧୧ ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ,…

ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ଭର୍ଚୁଆଲ ବୈଠକ ହେବ । ସବୁ ଦଳର ସଭାପତିମାନେ ଏହି ବୈଠକରେ ଯୋଗ ଦେବେ । ସୀମା ଲାଗି ରହିଥିବା ଅଶାନ୍ତିର ସମାଧାନ ନେଇ ଏଥିରେ…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସାଉଦି ଆରବର ‘ଦି ପବ୍ଲିକ୍ ଇନଭେଷ୍ଟ୍‌ମେଣ୍ଟ୍…

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଜିଓ ପ୍ଲାଟଫର୍ମସ୍‌ରେ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଣ୍ଟ୍ ଫଣ୍ଡ୍ (ପିଆଇଏଫ୍‌)…

ରଜନୀକାନ୍ତଙ୍କୁ ବୋମା ମାଡ଼ ଧମକ; ତାପରେ କଣ ହେଲା ଜାଣନ୍ତୁ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଛି ବୋମା ମାଡ଼ ଧମକ। ରଜନୀଙ୍କ ଖବର ପାଇ ଚେନ୍ନାଇ ପୋଲିସ, ବମ୍ ଅନୁସନ୍ଧାନକାରୀ ଏବଂ ଡିସପୋଜାଲ୍ ଦଳ ଏହି ଅଭିନେତାଙ୍କ ଘରେ ପହଞ୍ଚିଥିଲେ। ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଏକ ଅଜଣା ନମ୍ବର କଲ ଆସି ରଜନୀକାନ୍ତଙ୍କ ବାସଭବନରେ…

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କଣ୍ଟ୍ରାକ୍ଟ କପି ଦାଖଲ କରିବାକୁ ୟଶରାଜ ଫିଲ୍ମସକୁ ମୁମ୍ବାଇ ପୋଲିସର ନିର୍ଦ୍ଦେଶ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ବୟାନ ରେକର୍ଡ କରିବା ପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ସହ ସ୍ୱାକ୍ଷରିତ କରିଥିବା ଚୁକ୍ତିନାମା କପି ଦାଖଲ କରିବାକୁ ପାଇଁ ୟଶ ରାଜ ଫିଲ୍ମସ କୁ ନିର୍ଦ୍ଦେଶ ଦେଇଛି। ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀ ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୯-୬-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଜୁନ  ତା ୧୯ ରିଖ  ଶୁକ୍ରବାର ମିଥୁନ  ୫ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି  କୃତ୍ତିକା ନକ୍ଷତ୍ର ଦିନ ୧୦ଟା ୩୪ମିନିଟ୍ ପର୍ଯ୍ୟନ୍ତ ଏହା ପରେ  ରୋହିଣୀ ନକ୍ଷତ୍ର ବୃଷ…

‘ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ’ ଓ ‘ଜଗନ୍ନାଥ ସେନା’ ପକ୍ଷରୁ ଆସନ୍ତାକାଲି ପୁରୀ ବନ୍ଦ…

ପୁରୀ: ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରଥଯାତ୍ରା ବନ୍ଦ କରିବା ସପକ୍ଷରେ ରଚନା କରିଥିବା ଯୋଜନା ସଫଳ ହୋଇଥିବା "ଶ୍ରୀ କ୍ଷେତ୍ର ସୁରକ୍ଷା ବାହିନୀ" ଓ…