Latest Odisha News

BREAKING NEWS

Yearly Archives

2020

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଦିନ ୧୦ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୯ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୯ କରୋନା ପଜିଟିଭ; ୧୫୦୦ ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୯ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

କରୋନା ସଙ୍କଟ: ଦେଶରେ ୧୫ ଦିନରେ ଚିହ୍ନଟ ହେଲେଣି ୭୦ ହଜାର ଆକ୍ରାନ୍ତ !

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର । ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି । ଏଠାକାର ସଂକ୍ରମିତଙ୍କ ସଂଖ୍ୟାକୁ ହିସାବକୁ ନେଲେ ମୋଟ ସଂକ୍ରମିତଙ୍କ ୧୧ ପ୍ରତିଶତ ଗତ ଦୁଇଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ସେହିଭଳି ସାରା…

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୧ ଲକ୍ଷ ୪୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ରାଉରକେଲାରେ ଖୋଲିଲା ବଫର ଜୋନ; ସଙ୍କୁଚିତ ହେଲା କଣ୍ଟେନମେଣ୍ଟ ଜୋନ ପରିଧି  

ରାଉରକେଲା: ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଂଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ୧ ମାସ ପରେ ଆଜି ବଫର ଜୋନ ରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ସେହିପରି କଣ୍ଟେନମେଣ୍ଟ…

କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ବିରୋଧରେ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

ଭଦ୍ରକ: କ୍ୱାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଜାତୀୟ ରାଜପଥ ଅବରୋଧ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ । ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକର ଓଭର ବ୍ରିଜ ନିକଟରେ ରାସ୍ତାକୁ ଅବରୋଧକରିଛନ୍ତି ଶହ ଶହ ପ୍ରବାସୀ । ରାସ୍ତା ଅବରୋଧରେ ମଧ୍ୟ ସାମିଲ ହୋଇଛନ୍ତି…

ଲକ୍‌ଡାଉନ ରେସିପି : ବାଲେଶ୍ୱରରୁ ନିଶ୍ଚିତା ନିବେଦିତାଙ୍କ କଟୋରୀ ଚାଟ୍‌

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା: ରାତି ଅଧରେ ପୂର୍ବତନ ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ । ଖୋର୍ଦ୍ଧା ବାଘମାରୀରେ ଘଟିଛି ଏଭଳି କାଣ୍ଡ । ବାଘମାରୀ ଥାନା ଭୋଗଡ଼ା ଗାଁରେ ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ତାଙ୍କ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାଛଡ଼ା…

ମଦ ଦୋକାନରେ ପହଞ୍ଚାଇ ଦେବାକୁ ଟ୍ୱିଟ କରି ସୋନୁ ସୁଦଙ୍କୁ ଅନୁରୋଧ କଲେ ଯୁବକ; କ’ଣ ଉତ୍ତର ଦେଲେ ସୋନୁ, ଜାଣନ୍ତୁ

ମୁମ୍ବାଇ: ଲକଡାଉନ୍ ସମୟରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଅନେକ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ । ସୋନୁଙ୍କ ଏହି ବଦାନ୍ୟତା ଯୋଗୁଁ ସେ ସାରା ଦେଶରେ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ପରଦାରେ ଖଳନାୟକ ଭାବେ ନଜର ଆସୁଥିବା ସୋନୁ ସୁଦ…

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ସାହସୀ ଓଡ଼ିଆଙ୍କ ପାଇଁ ସୋନା ମହାପାତ୍ରଙ୍କ ଆଗାମୀ ସଙ୍ଗୀତ…

ମୁମ୍ବାଇ: ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର। ସ୍ରୋତା ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ସଙ୍ଗୀତ । ଯାହାର ଶୀର୍ଷକ ରଖାଯାଇଛି ‘ନୀଳମଣି’ । ସୋନା ଏହି ସଙ୍ଗୀତଟିକୁ ଓଡ଼ିଶାର ସାହସୀ ଲୋକମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ଯେଉଁମାନେ ନିକଟରେ ଆମ୍ଫାନ ସମେତ ଅନେକ ବାତ୍ୟା ଓ…