Latest Odisha News

BREAKING NEWS

Yearly Archives

2020

କ୍ବାରେନଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲାର କାଶିନଗର ବ୍ଲକ ଅନ୍ତର୍ଗତ ଅଲୋଡା କ୍ବାରେନଣ୍ଟାଇନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ଦୁଇ ଦିନ ପୂର୍ବରୁ ବିଶାଖାପାଟଣାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ…

ଆଜିଠୁ ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ଜୁନ୍ ୧ ତାରିଖରୁ ପ୍ରାୟ ୨୦୦ଟି ସଂରକ୍ଷିତ ଟ୍ରେନ ଚଳାଚଳ କରାଯିବ। ଯେଉଁଥିପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଟିକେଟ ବୁକିଂ ଆରମ୍ଭ ହେଉଛି। ଏହି ଟ୍ରେନ୍ ଗୁଡିକ ମଧ୍ୟରେ ରହିଛି- ଦୁରୋନ୍ତୋ, ସମ୍ପର୍କ କ୍ରାନ୍ତି, ଜନ ଶତାବ୍ଦୀ ଆଦି ଟ୍ରେନ୍।…

ଓଡ଼ିଶାରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୧୧ ଶହ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବୁଧବାର ଦିନ ଆଉ ୫୧ ନୂଆ ମାମଲା ଚିହ୍ନଟ ହୋଇଛି। ଯାହା ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚି ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪ଶହ ଟପିଲା, ୨୪ ଘଣ୍ଟାରେ ୫୬୦୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ଦିନ ୧,୧୨,୩୫୯ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୬୩,୬୨୪ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୩୪୩୫…

ବିଶ୍ୱର ବିଭିନ୍ନ ସ୍କୁଲ ଗୁଡ଼ିକ ସହିତ ସାଇ ଇଣ୍ଟରନ୍ୟାସନାଲର ସମନ୍ୱୟ ସାଂସ୍କୃତିକ ସହଯୋଗୀ ଶିକ୍ଷା

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ବିଶ୍ୱର ବିଭିନ୍ନ ସ୍କୁଲ ଗୁଡ଼ିକ ସହିତ ସମନ୍ୱୟ ସାଂସ୍କୃତିକ ସହଯୋଗୀ ଶିକ୍ଷା ବିଷୟରେ ଆଲୋଚନା ହୋଇଛି । ଏହି ଭର୍ଚୁଆଲ୍ ମିଟିଂରେ ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀଙ୍କ ସମେତ ବିଶ୍ୱର ଅନ୍ୟ କେତେକ ବିଦ୍ୟାଳୟର ଛାତ୍ରଛାତୀ ଓ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୦୫-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ମାସ   ତା ୨୧ ରିଖ ଗୁରୁବାର  ବୃଷ  ୮ ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର- ତୁଳା ଓ କୁମ୍ଭ   ରାଶିର ଘାତ ଚନ୍ଦ୍ର -ମେଷ ରାଶିର ଆଜି:…

ଅଗ୍ନିଶମ ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : କେନ୍ଦ୍ରାପଡାରେ ଗାଡିରେ ଛୁଆ ଜନ୍ମ ଘଟଣାରେ ଅଗ୍ନିଶମବାହିନୀକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ବାତ୍ୟା ଅମ୍ଫାନ ସମୟରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ଓଡିଶା ଅଗ୍ନିଶମ ବାହିନୀର…

ବର୍ଷିଆନ ସାମ୍ବାଦିକ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକ

ଢେଙ୍କାନାଳ: ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ମିଶ୍ରଙ୍କର ବୁଧବାର ଦିନ ଢେଙ୍କାନାଳ ସହରସ୍ଥିତ କୁଞ୍ଜକାନ୍ତଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନକ ଅସୁସ୍ଥତା କାରଣରୁ ଶ୍ରୀ ମିଶ୍ରଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ୍‌’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ଦେଇ ଦିନ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସୁନ୍ଦରବନ ଅଞ୍ଚଳ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିଥିବା ସହିତ ୧୮୫ ର ଝଟକା ଥିଲା । ଏହାର ପ୍ରଭାବରେ ଆଗାମୀ…

ଅମ୍ଫାନ ମୁକାବିଲାରେ ନେତୃତ୍ୱ ନେଉଥିବା ଦୁଇ ଓଡିଆ ଯୋଦ୍ଧାଙ୍କ ପାଇଁ ଓଡିଶା ଗର୍ବିତ

ଭୁବନେଶ୍ୱର : ଅମ୍ଫାନ ଓଡିଶା ଅତିକ୍ରମ କରି ପଶ୍ଚିମବଙ୍ଗରେ ସ୍ଥଳଭାଗକୁ ଛୁଇଁଛି । ଏହାର ମୁକାବିଲା ପାଇଁ ଦିନରାତି ଏକ କରି କାମ କରିଆସୁଛି ଆଇଏମଡି ବା ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ ଏବଂ ଏନଡିଆରଏଫ ବା ନ୍ୟାସନାଲ୍ ଡିଜାଷ୍ଟର ରେସପନ୍ସ ଫୋର୍ସ। ଏହି ଦୁଇ ବିଭାଗର ଅକ୍ଲାନ୍ତ…