Latest Odisha News

BREAKING NEWS

Yearly Archives

2020

ଆଜି ରାଜ୍ୟରେ ଚିହ୍ନଟ ୪୮ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ ଆକ୍ରାନ୍ତ । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୩ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ଏକ ନୂଆ ଜିଲ୍ଲା କନ୍ଧମାଳରେ ୨ ଜଣ କରୋନା ପଜିଟିଭ…

କରୋନା ମ୍ୟାପରେ ଯୋଡି ହେଲା ଆଉ ଏକ ଜିଲ୍ଲା; ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଦିନ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ । କରୋନା ମ୍ୟାପରେ ପ୍ରଥମ ଥର ପାଇଁ ଯୋଡି ହୋଇଛି ଆଉ ଏକ ଜିଲ୍ଲା । ଆଜି ପର୍ଯ୍ୟନ୍ତ ଗ୍ରୀନ ଜୋନରେ ଥିବା କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା…

ଆଜି ସୁପର ସାଇକ୍ଲୋନର ରୂପ ନେବ ଅମ୍ଫାନ୍

ଭୁୁବନେଶ୍ୱର : ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ଆଗକୁ ମାଡି ଆସୁଛି ଅମ୍ଫାନ୍। ଆଜି ନେବ ସୁପର ସାଇକ୍ଲୋନର ରୂପ। ସନ୍ଧ୍ୟା ସାଢ଼େ ୫ଟାରୁ ଆସନ୍ତାକାଲି ସକାଳ ସାଢେ଼ ୫ଟା ଭିତରେ ସୁପର ସାଇକ୍ଲୋନରେ ପରିଣତ ହେବ ଅମ୍ଫାନ୍ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସମୟ ପୂର୍ବରୁ ଏହି ସୂଚନା…

ଆମେରିକାରେ ୯୦ ହଜାର ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୯୦ ହଜାରରେ ପହଁଞ୍ଚିଛି। ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧,୪୮୬,୩୭୬…

ବାରାକ୍ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଲେ ଟ୍ରମ୍ପ !

ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଅଯୋଗ୍ୟ ଓ ଅପାରଗ ବୋଲି କହି ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ । ରବିବାର ଦିନ ହ୍ଵାଇଟ ହାଉସରେ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, " (ଓବାମା) ଜଣେ ଅଯୋଗ୍ୟ ରାଷ୍ଟ୍ରପତି, ଜଣେ ଅକ୍ଷମ ରାଷ୍ଟ୍ରପତି। ମୁଁ କେବଳ…

ଚାଲିଚାଲି ଯାଉଥିବା ପ୍ରବସୀଙ୍କୁ ନିଜ ରାଜ୍ୟ ଯାଏଁ ପହଞ୍ଚିବାକୁ ସାହାଯ୍ୟ କଲା ଓଡିଶା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ନିକଟରେ କାର୍ଯ୍ୟ କରୁଥିବା ୩୧ ଜଣ ପ୍ରବାସୀ ଚାଲି ଚାଲି ନିଜ ରାଜ୍ୟ ଝାଡ଼ଖଣ୍ଡକୁ ଫେରୁଥିବା ବେଳେ ତାଙ୍କୁ ଡମଣା ଛକ ଠାରେ ଅଟକା ଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡର ଏହି ଶ୍ରମିକମାନେ ଲକଡାଉନ ପରେ ନିଜ ଚାକିରି ହରାଇଥିଲେ। ସେମାନଙ୍କ…

ୟେଲୋ ଆଲର୍ଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ

ଭୁୁବନେଶ୍ୱର : ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଜାରି ହୋଇଛି ୟେଲୋ ଆଲର୍ଟ । ଅମ୍ଫାନ ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ସହ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୦ରୁ ୪୫ କି.ମି.…

ଉଦବେଗ ହେଉଛି ସ୍ଥିତି; ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୨୪୨ ଆକ୍ରାନ୍ତ, ୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଜିଓ ପ୍ଲାଟଫର୍ମସ୍‌ରେ ୬,୫୯୮ କୋଟି ଟଙ୍କା ନିବେଶ କରିବ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଭାରତର ପ୍ରମୁଖ ଡିଜିଟାଲ୍ ସେବା ପ୍ଲାଟ୍‌ଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ପକ୍ଷରୁ…

ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗ ମୁହାଁ ଅମ୍ଫାନ

ଭୁୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଆଗକୁ ବଢ଼ିଚାଲିଛି ଅମ୍ଫାନ । ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ବର୍ତ୍ତମାନ ପାରାଦୀପଠାରୁ ୮୨୦ କି.ମି. ଦକ୍ଷିଣ, ଦୀଘାଠାରୁ…