ଓଡ଼ିଶାର ୯ଟି ଗ୍ରୀନ ଜୋନରେ ଗଡିଲା ସରକାରୀ ବସ୍
ଭୁବନେଶ୍ୱର: ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ଗୁରୁବାର ଦିନ ରାଜ୍ୟର ନଅଟି ସବୁଜ ଜୋନ୍ ଜିଲ୍ଲାରେ ୪୬ ଟି ବସ୍ ଚଳାଚଳ ଆରମ୍ଭ କରିଛି।
ବାଣିଜ୍ୟ ଏବଂ ପରିବହନ ବିଭାଗର ସୂଚନା ଅନୁଯାୟୀ, ଏହି ବସ୍ ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବରଗଡ, ସମ୍ବଲପୁର, ସୋନପୁର, କନ୍ଧମାଳ,…