ନିୟମ ଉଲ୍ଲଂଘନ: ବାପୁଜୀ ନଗର ମାର୍କେଟ ସିଲ୍
ଭୁବନେଶ୍ୱର: ବାପୁଜୀ ନଗର ମାର୍କେଟକୁ ସିଲ୍ କଲା ବିଏମ୍ସି । ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ ଅଭିଯୋଗାରେ ମାର୍କେଟ୍ରେ ବିଏମ୍ସି ତାଲା ପକାଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହି ମାର୍କେଟକୁ ସିଲ୍ କରାଯାଉଥିବା ନେଇ ବିଏମ୍ସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା…