Latest Odisha News

BREAKING NEWS

Yearly Archives

2020

ଯାଜପୁରରୁ ଆଜି ଚିହ୍ନଟ ୩ ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର: ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାରୁ ଆଉ ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୬୪ ଜଣ କୋରୋନା ରୋଗରେ ଆକ୍ରାନ୍ତ ଚିହ୍ନଟ ହେଲେ । ଆଜି ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଜଣେ ଯାଜପୁର ପୌରପାଳିକା ଅଂଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଦଶରଥପୁର…

କରୋନା ସଙ୍କଟରେ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଓଡ଼ିଶାର ଯୋଜନା

ଭୁବନେଶ୍ୱର: ବର୍ତ୍ତମାନ କରୋନା ସଙ୍କଟ ଦେଇ ସାରା ବିଶ୍ୱ ଗତି କରୁଥିବା ବେଳେ ଏକ ପରିବର୍ତ୍ତିତ ଅର୍ଥନୀତିର ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜ ଶିଳ୍ପ ନୀତି ପରିଯୋଜନା (ଆଇଇପିଆର) ୨୦୨୦ରେ ସୁଧାର ଆଣିବାକୁ ଯୋଜନା କରୁଛନ୍ତି । ବିଶ୍ୱର ବହୁ ପୁଞ୍ଜି ନିବେଶକ ଓଡ଼ିଶାରେ ପୁଞ୍ଜି…

ସପ୍ତାହକ ମଧ୍ୟରେ ବଢ଼ିବ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା: ନବୀନ

ଭୁବନେଶ୍ୱର: ମହାମାରୀ କୋଭିଡ୧୯ ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ୬ ଜିଲ୍ଲା ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର…

ଏମ୍ସରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଶ୍ରୀ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ରବିବାର ଦିନ…

ସାଇ ଇଣ୍ଟରନ୍ୟାସନାଲରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ମାତୃତ୍ୱ ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଇ ଇଣ୍ଟରନ୍ୟାସନାଲରେ ମାତୃତ୍ୱ ଦିବସ ଉତ୍ସାହର ସହିତ ପାଳିତ ହୋଇଛି । ମାତୃତ୍ୱ ଦିବସର ଉଦ୍ଦିପନାକୁ କରୋନା ଭୂତାଣୁ ପ୍ରତିହତ କରିପାରିନଥିଲା । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ, ସାଇ ଆଙ୍ଗନ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ…

ଜୁନ୍ ୨୨ ସୁଦ୍ଧା ସାର ରଥ କାମ: ହାଇକୋର୍ଟ

କଟକ: ଆସନ୍ତା ଜୁନ୍ ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରଥ ନିର୍ମାଣ କାମ…

ଗଞ୍ଜାମର ୬ କରୋନା ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ବୁଗୁଡା: ଗଞ୍ଜାମ ଜିଲ୍ଲାର ଏକ ବିଦ୍ୟାଳୟରେ ହୋଇଥିବା କ୍ବାରେନଣ୍ଟାଇନ ସେଣ୍ଟରରେ ଛଅ ଜଣ ଓଡିଆ ପ୍ରବାସୀ ଶ୍ରମିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତମାନେ ୬୮ ଜଣିଆ ପ୍ରବାସୀ ଶ୍ରମିକଙ୍କ ଏକ ଅଂଶ ଥିଲେ, ଯେଉଁମାନେ କି ନିକଟ ଅତୀତରେ ସୁରଟରୁ ଫେରିବା ପରେ ବୁଗୁଡ଼ା ବ୍ଲକର…

ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବୁ ନାହିଁ: ଓଷ୍ଟା

ଭୁବନେଶ୍ୱର: ଦଶମ ଶ୍ରେଣୀ ମୂଲ୍ୟାୟନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଓଷ୍ଟା । ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବୁ ନାହିଁ । ପରୀକ୍ଷା କେନ୍ଦ୍ରରେ ଖାତା ଦେଖା ହେଲେ ସଂକ୍ରମଣ ଆଶଙ୍କା ରହିଛି ବୋଲି ଓଷ୍ଟା କହିଛି । ବୋର୍ଡ ସିବିଏସ୍‌ଇ ଭଳି ହୋମ୍‌ବେସ୍ ମୂଲ୍ୟାୟନ ବ୍ୟବସ୍ଥା ଆରମ୍ଭ କରୁ ।…

ଟ୍ରେନ୍ ଚଳାଚଳ ପ୍ରସଙ୍ଗ: ପ୍ରବାସୀଙ୍କ ପାଇଁ ହେବ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ ଚଳାଚଳ ପ୍ରସଙ୍ଗରେ ଆଜି ସନ୍ଧ୍ୟା ସୁଦ୍ଧା ଗାଇଡଲାଇନ୍ ପ୍ରସ୍ତୁତ ହେବ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ୍ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମାଜିକ ଦୂରତା ମାନିବେ । ଟ୍ରେନ୍ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି । ସେମାନେ ନିଜସ୍ୱ ସୁବିଧା…

ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ

ଭୁବନେଶ୍ୱର: କରୋନା ଭୂତାଣୁ (କୋଭିଡ-୧୯)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ତଥା ସଚେତନତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ ପାଲଟିଛି । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ…