Latest Odisha News

BREAKING NEWS

Yearly Archives

2020

ବାଲେଶ୍ଵର ଖଇରାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

ବାଲେଶ୍ଵର: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରେ କରୋନା ସଂକ୍ରମିତଙ୍କ ହାର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଖଇରା ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗଳବାର ସକାଳ ୬ ଟାରୁ ଏଠାରେ ୪୮ ଘଣ୍ଟିଆ ସଟଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସରପଞ୍ଚ…

ରାନୁ ମଣ୍ଡଳଙ୍କ ଉପରେ ଖପ୍ପା ହିମେଶ; ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କର ଆଗାମୀ କୌଣସି ପ୍ରୋଜେକ୍ଟ ପାଇଁ ରାନୁ ମଣ୍ଡଳଙ୍କୁ ନେବାକୁ ଚାହୁଁ ନଥିବା ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । ସୂଚନାନୁସାରେ, ରାନୁଙ୍କୁ ଜିରୋ ରୁ ହିରୋ ବନେଇଥିବା ହିମେଶ ଏବେ ହୋଇ ଯାଇଛନ୍ତି ରାନୁଙ୍କ ଉପରେ ଖପ୍ପା।…

ଆଜିଠୁ ଗଡିବ ରେଳ

ନୂଆଦିଲ୍ଲୀ: ଆଜି ଠାରୁ ଦେଶବ୍ୟାପୀ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହିତ ରେଳ ମନ୍ତ୍ରଣାଳୟ ପରାମର୍ଶ କରିବା ପରେ ଏହି ନିଷ୍ପତି ନିଆଯାଇଛି । ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ (୩୦ଟି ଟ୍ରେନ) କେତେକ ମାର୍ଗରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୫-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ  ତା ୧୨ ରିଖ ମଙ୍ଗଳବାର ମେଷ ୩୦ ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଷଷ୍ଠୀ   ତିଥି  ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ୧୦ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଏହା ପରେ  ମକର ଚନ୍ଦ୍ର ଭୋଗ ହେବ  ଘାତ…

ଧିରେ ଧିରେ ଲକଡାଉନ୍ ପ୍ରତ୍ୟାହାର ଲାଗି ରାଜ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କହିଛନ୍ତି ଯେ, ଧିରେ ଧିରେ ଦେଶରୁ ଲକଡାଉନ୍ ପ୍ରତ୍ୟାହାର କରାଯିବ । ଏବେ କରୋନା ପବବର୍ତ୍ତୀ ଜୀବନ ଲାଗି ପ୍ରସ୍ତୁତ ହେବାକୁ ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ହେବା ପରେ…

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଚାମୁଣ୍ଡା ଗ୍ରାମରେ ଆଜି ବଜ୍ରପାତରେ ରାମଚନ୍ଦ୍ର ଗୌଡ଼ (୩୨)ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି | ସେହିପରି ଭାବେ ବଜ୍ରପାତରେ ସୁନୀଲ କୁମାର ରାଉତଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତାଙ୍କ…

ମହାକାଶରୁ ଖସିଲା ରୁଷର ରକେଟ

ମସ୍କୋ: ମହାକାଶକୁ ଉପଗ୍ରହ ଉତପେକ୍ଷଣ କରୁଥିବା ରୁଷିଆର ଏକ ରକେଟ ସୋମବାର ଖସି ପଡିଛି । ଦୀର୍ଘ ୯ ବର୍ଷ ହେବ ଏହି ରକେଟ ତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲା । ୨୦୧୧ରେ ଫ୍ରେଗେଟ ଏସବି ନାମକ ଏହି ଅପରଷ୍ଟେଜ ରକେଟ ଥିଲା । ଏହା ସ୍ପେକଟରଆର ସାଟେଲାଇଟକୁ ମହାକାଶ ପଠାଇବାରେ…

କରୋନା ଭୟ: ମୁମ୍ବାଇରୁ ଚାଲିଚାଲି ନୂଆପଡା ଫେରିଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାରାଦେଶରେ ତାଲାବନ୍ଦ । ଏଥିରେ ହତାଶ ହୋଇ ସୋମବାର କିଛି ପ୍ରବାସୀ ଶ୍ରମିକ ମୁମ୍ବାଇରୁ ଚାଲିଚାଲି ନୁଆପଡା ଜିଲ୍ଲାର ଖରିଆର ରୋଡରେ ପହଞ୍ଚିଛନ୍ତି । ଖରିଆରରେ ପହଞ୍ଚିବା ପରେ ତୁରନ୍ତ ସେମାନଙ୍କ ବିଶ୍ରାମ ଏବଂ ଖାଦ୍ୟ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା…

ସଚେତନତା ପାଇଁ କରୋନା ଭାଇରସ ହେୟାର ଷ୍ଟାଇଲ

ନାଇରୋବି: କରୋନା ଭାଇରସ ବିଳମ୍ବରେ ଆଫ୍ରିକାରେ ପହଂଚିଥିଲା । ସେଠାରେ ଏବେ ଏହି ମହାମାରୀରୁ ମୁକୁଳିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପଶ୍ଚିମ ଆଫ୍ରିକାର ପିଲାମାନଙ୍କୁ କରୋନା ଭାଇରସ ଶୈଳୀରେ ହେୟାର ଷ୍ଟାଇଲ କରାଯାଉଛି । ଏହା ଲୋକପ୍ରିୟ ହେବା ସହିତ ସଚେତନତାର ବାର୍ତା…

ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାଜପୁର ଫେରୁଛନ୍ତି ପ୍ରବାସୀ; ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

ଯାଜପୁର: ସ୍ୱତନ୍ତ୍ର ଟ୍ରେନ ଯୋଗେ ଅନେକ ସଂଖ୍ୟାରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଯାଜପୁର ଜିଲ୍ଲାକୁ ପ୍ରତ୍ୟାବର୍ତନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନରେ ପହଂଚିବାକୁ ଥିବା…