ମଣିତରା ସରପଞ୍ଚଙ୍କ ସଟ୍ଡାଉନ୍ ପଦକ୍ଷେପ; ଭୁରି ଭୁରି ପ୍ରଶଂସା କଲେ ନବୀନ
ବୁଗୁଡ଼ା: ସରପଞ୍ଚଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସାହସିକ ପଦକ୍ଷେପ ଭିତ୍ତିରେ, ସରକାରଙ୍କ ପ୍ରଦତ୍ତ ବିଶେଷ କ୍ଷମତା ପ୍ରୟୋଗର କରି ପଞ୍ଚାୟତରେ କର୍ଫ୍ୟୁ ଲଗେଇବା ଭଳି ଆଦେଶ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର…