୧୦୮ ମେଗାପିକ୍ସେଲ କ୍ୟାମେରା ସହ ସାଓମି ମି ୧୦ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ , ବୈଶିଷ୍ଟ୍ୟ ଏବଂ ମୂଲ୍ୟ ବିଷୟରେ ଆସନ୍ତୁ…
ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ଜିଆଓମି ଆଜି ଏହାର ସର୍ବଶେଷ ୧୦୮ ମେଗାପିକ୍ସେଲ କ୍ୟାମେରା ସେନସର ସ୍ମାର୍ଟଫୋନ୍ ମି୧୦ ଭାରତରେ ଲଞ୍ଚ କରିଛି। ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ସ୍ନାପଡ୍ରାଗନ୍ ୮୬୫ ଚିପସେଟ୍ ଫୋନରେ ୩୦ୱାଟ ବେତାର ଚାର୍ଜିଂ ସପୋର୍ଟ, ସ୍ପିଡ୍…