Latest Odisha News

BREAKING NEWS

Yearly Archives

2020

ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା, ଗଂଜାମରେ ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗଞ୍ଜାମରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜଣେ ୨୬ ବର୍ଷୀୟ ସୁରଟ ଫେରନ୍ତା ଯୁବକଙ୍କ ଦେହନ୍ତରେ ଭୂତାଣୁ ଥିବା ଜଣାପଡିଛି । ସେ କ୍ୱାରେଂଟିନ୍ ସେଂଟରରେ ଥିଲେ । 4th Health Update, 9th May One positive in Ganjam 26 yr Male (Surat returnee.…

ମୃତ୍ୟୁ ଯାହାଙ୍କ ପାଖ ମାଡି ପାରୁନି: ଫ୍ରେଡି ବ୍ଲୋମ ୧୧୬ ନଟଆଉଟ

ଆଡିଲେଡ: ବିଶ୍ୱର ଦୀର୍ଘାୟୁ ବ୍ୟକ୍ତି ଭାବେ ବିବେଚନା କରାଯାଉଥିବା ଫ୍ରେଡି ବ୍ଲୋମ ତାଙ୍କର ୧୧୬ତମ ଜନ୍ମ ଦିବସ ପାଳନ କରିଛନ୍ତି । ୮ ମେ ୧୯୦୪ରେ ଫ୍ରୋଡି ଦକ୍ଷିଣ ଆଫ୍ରିକାର ଆଡିଲେଡରେ ଜନ୍ମ ଗ୍ରହଣ କରିଥିଲେ । ସେ ୨ ଟି ମହାମାଙ୍କୁ ନିକଟରୁ ଦେଖିଛନ୍ତି । ତାଙ୍କୁ ୧୪ ବର୍ଷ ବୟସ ହୋଇଥିବା…

ମଣିଷ ଶରୀରରେ ୩ଟି କିଡନୀ !

ବ୍ରାଜିଲ: ଅବିଶ୍ୱାସ ହେଲେ ବି ସତ ! ବ୍ରାଜିଲର ଜଣେ ବ୍ୟକ୍ତିଙ୍କ ଶରୀରରେ ୩ଟି କିଡନୀ ରହିଥିବା ଜଣାପଡିଛି । ୩୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ପିଠିରେ ଗଭୀର ଯନ୍ତ୍ରଣା କରିବାରୁ ସାଓ ପାଓଲୋ ସ୍ଥିତ ହସ୍ପିଟାଲ ଡୋ ରୀମ୍‌କୁ ଯାଇ ଡାକ୍ତରଙ୍କ ପରାମର୍ଶ କରିଥିଲେ । ଡାକ୍ତର ସିଟି ସ୍କାନ୍ କରିବା ପରେ…

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…

କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂଙ୍କୁ ଗିରଫ କଲା ଏନଆଇଏ

ଚଣ୍ଡୀଗଡ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଶନିବାର ଏକ ବହୁତ ବଡ ସଫଳତା ମିଳିଛି । ଦେଶର କୁଖ୍ୟାତ ଡ୍ରଗ୍ସ ସ୍ମଗଲର ରଣଜିତ ସିଂ (ଚିତା)କୁ ଏହାର ସ୍ୱତନ୍ତ୍ର ଟିମ୍ ହରିୟାଣାର ସିରସା ଅଂଚଳରେ ଗିରଫ କରିଛି । ଏହି ଟିମର ନେତୃତ୍ୱ ପୋଲିସ ଅଧିକ୍ଷକ ତେଜେନ୍ଦ୍ର ସିଂ କରୁଥିଲେ ।…

ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ ହେବ ରିଷି କାପୁରଙ୍କ ଅନ୍ତିିମ ଫିଲ୍ମ

ମୁମ୍ବାଇ:  ବଲିଉଡର ମହାନ କଳାକାର ଏବେ ନିକଟରେ ପରପାରିକୁ ଚାଲି ଯାଇଛନ୍ତି । ତେବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ରିଷି କାପୁରଙ୍କ ଅଭିନୀତ ଶେଷ ଫିଲ୍ମ ଶର୍ମାଜୀ ନମକିନକୁ ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଫିଲ୍ମରେ ଜୁହି…

କରୋନା ପାଇଁ ଚୀନ ଭାରତକୁ କ୍ଷତିପୂରଣ ଦେବା ଲାଗି କେସ୍ କଲେ ରମେଶ

ନୂଆଦିଲ୍ଲୀ: କରୋନା ପାଇଁ ଚୀନ ଭାରତକୁ କ୍ଷତିପୂରଣ ଦେବା ଲାଗି ତାମିଲନାଡୁର ମଦୁରାଇର କେ.କେ. ରମେଶ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଖଲ କରିଥିବା କୁହାଯାଉଛି । ପୃଥିବୀର ଅଧିକାଂଶ ଦେଶ କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି । ଉହାନ୍‌ର ଏକ ଲ୍ୟାବ୍‌ରୁ ଏହା ଲିକ୍ ହୋଇଥିବା କୁହାଯାଉଛି ।…

କରୋନା ମ୍ୟାପ୍‌ରେ ନୟାଗଡ, ପ୍ରଥମ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ନୟାଗଡକୁ ବ୍ୟାପିଲା କରୋନା । ଆଜି ନୟାଗଡାରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୦ ବର୍ଷ । ସେ ସୁରତ ଫେରନ୍ତା । ସେ ସୁରତରୁ ଫେରିବା ପରେ ତାଙ୍କୁ କ୍ୱାରେଂଟିନ ସେଂଟରରେ ରଖାଯାଇଥିଲା । ନମୂନା ପରୀକ୍ଷା ପରେ ଆଜି ତାଙ୍କ ରିପୋର୍ଟ ପଜିଟିଭ…

ମିଶନ ଶକ୍ତିର ପ୍ରତ୍ୟେକ ମାଆ କରୋନା ଯୋଦ୍ଧା: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ମିଶନ ଶକ୍ତିର ପ୍ରତ୍ୟେକ ମାଆ ଜଣେ ଜଣେ କରୋନା ଯୋଦ୍ଧା । ରାଜ୍ୟର ଗ୍ରାମାଂଚଳରେ ନିଜ ଜୀବନକୁ ସେମାନେ ବାଜି ଲଗାଇ କରୋନା ସହ ଲଢ଼ୁଛନ୍ତି । ସେମାନଙ୍କ ସାହସ ଓ ଶୃଙ୍ଖଳା ଯୋଗୁଁ ହିଁ ସାମାଜିକ ସଂକ୍ରମଣ ହୋଇନାହିଁ । ମା’ ଓ ଭଉଣୀମାନେ ଏଇ ସାହସ, ତ୍ୟାଗ ଓ ନିର୍ଭିକତାର ସହ ଆଉ…

ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ: ପଦ୍ମନାଭ ବେହେରା

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ ଓଡ଼ିଆ । ଏନେଇ ପ୍ରକ୍ରିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବସରେ ଆସିବା ପାଇଁ ବ୍ୟବସ୍ଥା ନାହିଁ। ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ସ୍ଥାନୀୟ…