Latest Odisha News

BREAKING NEWS

Yearly Archives

2020

ଗ୍ୟାସ ଲିକ ଘଟଣାରେ ମର୍ମାହତ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାଇଜାଗ ଗ୍ୟାସ୍ ଲିକ ଘଟଣାରେ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୫ହଜାର ଅସୁସ୍ଥ ହୋଇଛନ୍ତି । ପଡୋଶୀ ରାଜ୍ୟରେ ଘଟିଥିବା ଏଭଳି ଦୁଃଖଦ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । Deeply saddened to know about the tragic loss of so…

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ୬ ପଞ୍ଚାୟତ କଣ୍ଟେନ୍‌ମେଣ୍ଟଜୋନ୍ ଭାବେ ଘୋଷିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଆଜି ରସୁଲପୁର ବ୍ଲକର ରାହାମ୍ବା, ଭୋଟକା, ରସୁଲପୁର, ଶ୍ରୀବନ୍ତପୁର, ଜାବରା ଏବଂ ନାଥବର ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷିତ କରିଛନ୍ତି । ଆଜି ଯାଜପୁର ଜିଲ୍ଲାର ରାହାମ୍ବା ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ…

ଭାଇଜାଗ ଗ୍ୟାସ ଲିକ୍‌: ୧୦ ମୃତ, ୫ ହଜାର ଅସୁସ୍ଥ

ବିଶାଖାପାଟନ: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ କେମିକାଲ ପ୍ଲାଂଟରୁ ଗ୍ୟାସ ଲିକ୍ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୫ ହଜାର ଲୋକ ଅସୁସ୍ଥ ହୋଇଛନ୍ତି । ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁଁ ପ୍ଲାଂଟର ୩ କିଲୋମିଟର ଅଂଚଳର ୨୦ଟି ଗାଁ ପ୍ରଭାବିତ ହୋଇଛି । ତେବେ ବର୍ତମାନ ଘଟଣା ନିୟନ୍ତ୍ରଣରେ ରହିଛି…

ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ; ଜାଣନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ଆରୋଗ୍ୟ…

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ପୁଣି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ସହରର ବାସିନ୍ଦା ବୋଲି ଜଣାପଡିଛି। ଏହାକୁ ମିଶାଇ କେବଳ ଭୁବନେଶ୍ୱରରେ ମୋଟ ୩୨ ଜଣ ସୁସ୍ଥ ହୋଇଥିବାବେଳେ…

କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ଅଧିକାରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ଗଜପତିସ୍ଥିତ ଗୁମ୍ମା ବ୍ଲକର ଅତିରିକ୍ତ ତହସିଲଦାରଙ୍କର ବୁଧବାର ଦିନ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃଦଘାତରେ ମୃତ୍ୟୁ ଘଟିଛି। ମିଳିଥିବା ଅନୁଯାୟୀ, କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ରାଜେନ୍ଦ୍ର ମାଝି ବୁଧବାର ଦିନ ଡମ୍ବଡା ଗାଁ ଯାଇ…

ଗୋଟିଏ ଦିନରେ୧୭ ପଜିଟିଭ: ରେଡ୍ ଜୋନରେ ଗଞ୍ଜାମ

ଭୁବନେଶ୍ୱର: ରାଜ୍ୟରେ ହଠାତ ଦୁଇ ଦିନ ମଧ୍ୟରେ କରୋନା ପଜିଟିଭ୍ ମାମଲାରେ ଆକସ୍ମିକ ବୃଦ୍ଧି ଘଟିଛି । ଗୋଟିଏ ଦିନରେ ଗଞ୍ଜାମରୁ ୧୭ ସୁରତ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରୀନ…

ଅନୁଗୁଳରେ ଓଲଟିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ହଣ୍ଡପ୍ପା ଥାନା ଅନ୍ତର୍ଗତ ନିଶା ଜଙ୍ଗଲ ପରିସରରେ ଗୁରୁବାର ସକାଳେ ଏକ ଯାତ୍ରା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଞ୍ଚ ବର୍ଷର ବାଳକ ସହ ପିତାମାତା ଆହତ ହୋଇଛନ୍ତି। ଖବର ଅନୁଯାୟୀ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ…

କରୋନା କବଳରେ ଓଡ଼ିଶାର ୧୮ ଜିଲ୍ଲା; ୧୫ରୁ ୪୦ ବର୍ଷ ମଧ୍ୟରେ ୬୩% ରୋଗୀ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଧିରେଧିରେ ଓଡିଶାର ୧୮ଟି ଜିଲ୍ଲାକୁ ବ୍ୟାପିଛି। ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଏହି ଭାଇରସ ସଂକ୍ରମିତଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗରେ ଅଛନ୍ତି ପ୍ରାୟ ୨୨ଜଣ। ଯାହାକି ରାଜ୍ୟରେ ମୋଟ ରୋଗୀଙ୍କ ମଧ୍ୟରୁ…

କେମିକାଲ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ ଲିକ; ୮ ମୃତ ଓ ଶତାଧିକ ଅସୁସ୍ଥ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲଜି ପଲିମରସ୍ ଇଣ୍ଡିଆ ଲିମିଟେଡ କେମିକାଲ ଗ୍ୟାସ୍ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହେବା ସହ ୮୦୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଦେଶବ୍ୟାପୀ ଲକଡାଉନ ଯୋଗୁଁ ଗତ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…