୧୦୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବେ !
ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସାରା ବିଶ୍ୱରେ ଚୀନ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟି ହୋଇଛି । ପରୋକ୍ଷରେ ଭାରତ ପାଇଁ ଏହା ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବା ପାଇଁ ଯୋଜନା କରୁଛନ୍ତି । ଭାରତ ସରକାର ମଧ୍ୟ…