Latest Odisha News

BREAKING NEWS

Yearly Archives

2020

ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ

ଲଣ୍ଡନ: ବିବାହ ନ କରି ମଧ୍ୟ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ୫୫ ବର୍ଷ ବୟସରେ ବାପା ହୋଇଛନ୍ତି । କ୍ୟାରୀ ସାଇମଣ୍ଡସଙ୍କ ସହ ସେ ଦୀର୍ଘ ଦିନ ଧରି ଏକତ୍ର ରହୁଥିଲେ ମଧ୍ୟ ସେମାନେ ବିବାହ କରି ନାହାନ୍ତି । ସାଇମଣ୍ଡସ ସ୍ଥାନୀୟ ଡାକ୍ତରଖାନାରେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଉଭୟ…

ଲକ୍‌ଡାଉନ ଡାଏରୀ : ନିଜ ରୋଷେଇ କଳାରେ ପରିବାର ଲୋକଙ୍କୁ ଆପାୟିତ କରୁଛନ୍ତି ମାଷ୍ଟର ସେଫ୍ ଫାଇନାଲିଷ୍ଟ ସ୍ମୃତିଶ୍ରୀ…

ଲକ୍ ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ସେ ପାଠପଢା ହେଉ କି ଅଫିସ କାମ ସବୁର ଚାପ ଏବେ କମ ଥିବାରୁ ସମସ୍ତେ ପ୍ରତିଦିନ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ସବୁ ବେଳେ ବ୍ୟସ୍ତ ରହୁଥିବା ଲୋକଙ୍କ ସମୟ ଲକ୍ ଡାଉନ ବେଳେ କେମିତି କଟୁଛି ତାହା ଜାଣିବା ପାଇଁ ଆମର ଏଇ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ପଞ୍ଜାବରେ ଆଉ ଦୁଇ ସପ୍ତାହ ବଢ଼ିଲା ଲକଡାଉନ୍‌ ଅବଧି

ଅମୃତସର: କରୋନା ମୁକାବିଲା ପାଇଁ ସାରା ଦେଶରେ ପଡିଛି ତାଲାବନ୍ଦ । ଆସନ୍ତା ମେ’ ୩ ତାରିଖରେ ଏହି ଲକଡାଉନ ଖୋଲିବ । ତେବେ ପଂଜାବରେ କିନ୍ତୁ ଏହି ଲକଡାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ପାଇଁ ବଢ଼ାଇ ଦିଆଯଶଇଛି । କରୋନା ଭାଇରସର ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ପଂଜାବ ସରକାର ଏଭଳି ବଡ ନିଷ୍ପତ୍ତି…

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ପଜିଟିଭ

ଭୁବନେଶ୍ୱର: ଆସିଲା ଆଉ ଏକ ଖୁସି ଖବର । ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ଜଣେ କରୋନା ପଜିଟିଭ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ୩୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବାତ୍ୟା ନାହିଁ ହେଲେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଭୟ ନାହିଁ । ହେଲେ ପ୍ରବଳ ବର୍ଷିବା ଆଶଙ୍କା ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ…

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି ହେବ- ଏ ନେଇ ଚାଲିଛି ଯୁକ୍ତି । କରୋନାର ପ୍ରଭାବ ଯେ…

ଲକଡାଉନ ପରେ ଯାଜପୁର ଫେରିପାରନ୍ତି ପ୍ରାୟ ୫୦ ହଜାର ପ୍ରବାସୀ ଓଡ଼ିଆ

ଯାଜପୁର: ଯାଜପୁର ଜିଲ୍ଲାରେ ଏଯାଏଁ ୧୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଫେରିଛନ୍ତି । ଜଣେ କଟକ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୭ ଜଣ କଳିଙ୍ଗ ନଗରସ୍ଥିତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ସୁସ୍ଥ ହୋଇଥିବା ଜଣକ ଦିଲ୍ଲୀ…

ସୁନ୍ଦରଗଡ ଜିଲ୍ଲାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ଖୋଲିବ ବଜାର

ସୁନ୍ଦରଗଡ: ସୁନ୍ଦରଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ବଜାର ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଡେଲି ମାର୍କେଟକୁ ବନ୍ଦ କରିଦିଆଯାଇଛି । ସପ୍ତାହକୁ ଗୋଟିଏ ଦିନ ପାଇଁ ଏଠି ବଜାର ଖୋଲିବ । ଅର୍ଥାତ ରବିବାର ଦିନ ସକାଳ ୭ରୁ ୧୧ ଯାଏ ଏହି…

୧୦ ପ୍ରତିଶତଙ୍କ ଭୁଲ ପାଇଁ ୧୦୦ଗୁଣ ସମସ୍ୟା ବଢିପାରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ,…