Latest Odisha News

BREAKING NEWS

Yearly Archives

2020

ଆସନ୍ତୁ ଜାଣିବା ବ୍ରିଟେନର ଭ୍ୟାକ୍ସିନୋଲୋଜି ସାରା ଗିଲବର୍ଟଙ୍କ ସମ୍ପର୍କରେ

ଲଣ୍ଡନ: କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତରେ ପ୍ରଫେସର ସାରା ଗିଲବର୍ଟ ଏବଂ ତାଙ୍କ ଟିମ୍ ସଫଳତାଠାରୁ କିଛି ପାଦ ଦୂରରେ ଅଛନ୍ତି । ଆସନ୍ତୁ ଜାଣିବା ସାରାଙ୍କ ବିଷୟରେ- ୧. ୧୯୬୨ ଏପ୍ରିଲରେ ସେ ଜନ୍ମ ଗ୍ରହଣ କରିଥିଲେ । ୨. କେଟରିଙ୍ଗ ବାଳିକା ହାଇସ୍କୁଲରେ ସାରା ଗିଲବର୍ଟ ପାଠପଢ଼ା ଆରମ୍ଭ…

୬ ମାସ ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ ହେବ: ସାରା ଗିଲବର୍ଟ

ଲଣ୍ଡନ: ସାରା ଗିଲବର୍ଟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛନ୍ତି । କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତ ହେବାରେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ବୋଲି ସେ ଦି ଟାଇମ୍ସକୁ କହିଛନ୍ତି । ଯଦି ଏହା ହୁଏ ତାହାହେଲେ ଗିଲବର୍ଟ ଏବଂ ତାଙ୍କ ଟିମର ନାମ ଇତିହାସ ସୃଷ୍ଟି କରିବ । କିଲର କରୋନାକୁ…

ଦିନରାତି ଅନିଦ୍ରା ପ୍ରଶାସନ ଓ ପୁଲିସ୍‌; କ୍ୱାରେଣ୍ଟାଇନ୍‌ରୁ ଖସି ପଳାଇଲେ ୧୯ !

ରାୟଗଡା: କେରେଡା ପଂଚାୟତ ଛାତ୍ର ନିବାସରେ ସ୍ଥାପିତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇଲେ ୧୯ଜଣ । ଖସି ପଳାଇଥିବା ତାଲିକାରେ ବାହାର ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ହେଲ୍ପର ସାମିଲ ଥିବା ଜଣାପଡିଛି । ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛି ପୋଲିସ…

ରାଜ୍ୟ ଭିତରେ ଯାତାୟତ କରିପାରିବେ ଶ୍ରମିକ, ମିଳିବ ପାସ୍‌

ଭୁବନେଶ୍ୱର: ତାଲାବନ୍ଦ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କୁ ଆଶ୍ୱସ୍ତି । ସେମାନେ ଚାହିଁଲେ ଏବେ ରାଜ୍ୟର ଯେକୌଣସି ସ୍ଥାନକୁ ଯାତାୟତ କରିପାରିବେ । କାମ ପାଇଁ ସେମାନଙ୍କୁ ପାସ୍ ମଧ୍ୟ ମିଳିବ । ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ଠିକାଦାର ସେମାନଙ୍କ ନେବା ଆଣିବା କରିପାରିବେ ।…

ମୋବାଇଲ୍ ଲୋକେସନ୍ ଟ୍ରାକିଂରେ ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଓଡ଼ିଶା ସରକାର ଅଭିନବ ପନ୍ଥା ଅବଲମ୍ବନ କରିଛନ୍ତି । ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ସେମାନଙ୍କୁ ଚିହ୍ନଟ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ୍…

ଖୋଲିବନି ସେଲୁନ କିମ୍ବା ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍ ମଧ୍ୟରେ ଦୋକାନ ଖୋଲିବା ନେଇ ସଭିଙ୍କ ମନରେ ଜାରି ରହିଛି ଦ୍ଵନ୍ଦ୍ଵ । ତେବେ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କେନ୍ଦ୍ର ସରକାର । କେଉଁ ସବୁ ଦୋକାନ ଖୋଲା ରହିବ ଓ କେଉଁ ସବୁ ଦୋକାନ ବନ୍ଦ ରହିବ ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ…

ମାଟ୍ରିକ ଖାତା ମୂଲ୍ୟାୟନର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ୍ ଯୋଗୁଁ ମାଟ୍ରିକ ଖାତା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଏହା ପୁନଃ ଆରମ୍ଭ ହେବ ବୋଲି ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନା ସଂକ୍ରମଣ ଲାଗି…

କରୋନା ଯୁଦ୍ଧ ପାଇଁ NASA ବିକଶିତ କଲା ହାଇ ପ୍ରେସର୍ ଭେଣ୍ଟିଲେଟର୍ !

ନ୍ୟୁୟର୍କ: କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଲା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନଷ୍ଟ୍ରେସନ୍ (NASA) । କରୋନା ସଂକ୍ରମିତଙ୍କ ପାଇଁ ମାତ୍ର ୩୭ ଦିନରେ ନାସାର ଇଂଜିନିଅରମାନେ ପ୍ରସ୍ତୁତ କଲେ ହାଇ ପ୍ରେସର୍ ଭେଣ୍ଟିଲେଟର୍ । ଭେଣ୍ଟିଲେଟରକୁ ଭାଇଟାଲ ଭାବେ ନାମିତ…

ଥାନା ଭିତରେ ପଡିଲା ଥାନା ବାବୁଙ୍କ ହାତଗଣ୍ଠି

ସୁବର୍ଣ୍ଣପୁର: ଥାନା ଭିତରେ ପଡିଲା ହାତଗଣ୍ଠି । ଥାନା ଭିତରେ ବିବାହ କଲେ ଥାନା ବାବୁ । କରୋନା ପାଇଁ ଯାଇ ପାରିଲାନି ବରଯାତ୍ରୀ । ଥାନା ଭିତରେ ହିଁ ହାତକୁ ଦି ହାତ ହେଲେ ସୁବର୍ଣ୍ଣପୁର ସୁବଳୟା ଥାନାର ପୋଲିସ ଏସ୍‌ଆଇ । ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ଜ୍ୟୋତ୍ସ୍ନାରାଣୀଙ୍କ ହାତ…

ଆଗାମୀ ୩ ଦିନ ଯାଏଁ ଜାରି ରହିବ ପ୍ରବଳ ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗତକାଲି ବର୍ଷା ହୋଇଥିଲା। ଆଇଏମଡିର ସକାଳ ବୁଲେଟିନ୍ ଅନୁଯାୟୀ,…