Latest Odisha News

BREAKING NEWS

Yearly Archives

2020

କରୋନା ମୁକାବିଲା ପାଇଁ କୁନି ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: କରୋନା ମୁକାବିଲା ମଧ୍ୟରେ କୁନି କୁନି ସ୍କୁଲ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । କରୋନାକୁ ଡରିବା ନାହିଁ, ସାହାସର ସହ ସମସ୍ତେ ମିଳିମିଶି ଲଢ଼ିବା ବୋଲି ନବୀନ କହିଛନ୍ତି । ଆମେ ସମସ୍ତେ ହାତ ଧୋଇବା । ବାପା, ମା’ଙ୍କୁ ହାତ ଧୋଇବାକୁ ଏବଂ ଘରେ ରହିବାକୁ କହିବା…

ଘୋଷଯାତ୍ରା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଲା ମନ୍ଦିର ପ୍ରଶାସନ

ପୁରୀ : କରୋନା କଟକଣା ଲାଗୁ ହୋଇଥିବା ବେଳେ ଆଗକୁ ହେବାକୁ ଥିବା ରଥଯାତ୍ରା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ଅଧଘଣ୍ଟା ରୁଦ୍ଧ…

ଯାଜପୁରରୁ ଚିହ୍ନଟ ୪ ନୂଆ ଆକ୍ରାନ୍ତଙ୍କ ରହିିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଆଜି ଯାଜପୁରରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ସମସ୍ତଙ୍କ ମହିଳାଙ୍କ ବୟସ ୮୦, ୭୦ ଓ ୪୮ ବର୍ଷ ରହିଥିବା ବେଳେ ପୁରୁଷ ଜଣଙ୍କ ୨୧ ବର୍ଷ ରହିଛି । Health Update, 23rd April, 2020…

ଆଉ ୪ କରୋନା ପଜିଟିଭ ଚିହ୍ନଟ, ୮୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜଣ କରୋନା ଆକ୍ରାନ୍ତ ଯାଜପୁରର । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଂଚିଛି । ଏହି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ କରୋନା ଆକ୍ରାନ୍ତଙ୍କ ବିଷୟରେ ସବିଶେଷ…

ଜମ୍ମୁ ଓ କାଶ୍ମୀରକୁ କରୋନା ଆକ୍ରାନ୍ତ ଆତଙ୍କବାଦୀ ପଠାଉଛି ପାକିସ୍ତାନ: ଡିଜିପି ଦିଲବାଗ୍ ସିଂହ

ଶ୍ରୀନଗର: ସମସ୍ତ ପ୍ରକାରର ମାନବିକତାକୁ ଭୁଲି ଯାଇଛି ପାକିସ୍ତାନ । ଏବେ ସମସ୍ତ ସାରା ବିଶ୍ୱରେ ମଣିଷ ସମାଜ କରୋନା ଭୂତାଣୁ ଜନିତ ସଂକ୍ରମଣରେ ଯନ୍ତ୍ରଣା ଭୋଗୁଥିବା ବେଳେ ପାକିସ୍ତାନ ଏହି ମରଣାନ୍ତକ ଭୂତାଣୁର ଫାଇଦା ନେବାର ହୀନ ଚକ୍ରାନ୍ତ କରିବାକୁ ପଛାଉନାହିଁ । ପାକିସ୍ତାନ ଜମ୍ମୁ ଓ…

ଏପ୍ରିଲ ମାସ ଶେଷ ସୁଦ୍ଧା ଦୈନିକ ୩ ହଜାର ଟେଷ୍ଟ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ଏପ୍ରିଲ ମାସ ଶେଷ ସୁଦ୍ଧ ଦିନକୁ ୩ ହଜାର ଟେଷ୍ଟ କରାଯିବ । ଏନେଇ ଆଜି ବସିଥିବା ମନ୍ତ୍ରୀ ସ୍ତରୀୟ ବୈଠକରେ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ୪ ମେଡିକାଲ…

୧୯୦ ଫୁଟ୍ ଉଚ୍ଚତାରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ଡ୍ରାଗନ୍‌ଫ୍ଲାୟ ଡ୍ରୋନ୍ !

ଆମେରିକା: ଏକ କମ୍ପାନୀ ଦାବି କରିଛି ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ଡ୍ରୋନ୍ ୧୯୦ ଫୁଟ୍ ଉପରୁ ଲୋକଙ୍କ ଟେମ୍ପ୍ରେଚର୍ ମାପିପାରିବ । ଆମେରିକା ପୋଲିସ ଏହି ଡ୍ରୋନ୍‌ର ପରୀକ୍ଷଣ ଚଳାଇଛି । କରୋନା ଯୁଦ୍ଧରେ ଏହି ଡ୍ରୋନ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଡେଲି ମେଲ୍ ରିପୋର୍ଟ ଅନୁଯାୟୀ…

ଲକ୍‌ଡାଉନ ଡାଏରୀ: ପିଲାଙ୍କ ବହି ଉପରେ କାମ କରିବାକୁ ସୁଜିତ ମହାପାତ୍ର ଓ ତାଙ୍କ ସ୍ୱେଚ୍ଛାସେବୀଙ୍କୁ ସମୟ ମିଳିଛି

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଭୟରେ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ । ତେବେ ସବୁବେଳେ ବ୍ୟସ୍ତ ରହୁଥିବା ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ରଙ୍କୁ ଏହା ବହୁକଥା ଚିନ୍ତା କରିବାକୁ ସୁଯୋଗ ଦେଇଛି । ଏ ନେଇ ସୁଜିତ କହିଛନ୍ତି, ‘କୋଭିଡ ୧୯ ଆମକୁ ସତର୍କ କରିଦେଇଛି ।…

କଂଟେନରରେ ଲୁଚି କୋଲକାତାରୁ ଓଡ଼ିଶାକୁ ପ୍ରବେଶ କରୁଛନ୍ତି ଲୋକେ

ଭଦ୍ରକ: ସୀମାରେ କଡା ପହରା ସତ୍ତ୍ୱେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କୁରଛନ୍ତି ଲୋକେ । ପୋଲିସକୁ ଦେଉଛନ୍ତି ଚକମା । ପୋଲିସର କଡା କଟକଣା ମଧ୍ୟ କାମ କରୁନି । କଂଟେନରରେ ଭର୍ତ୍ତି ହୋଇ ଆସୁଛନ୍ତି ଓଡ଼ିଶା । ଗଳା ବାଟ ଦେଇ ଲୁଚି ଛପି ମାଡି ଆସୁଛନ୍ତି । କଂଟନେରରେ ଭର୍ତ୍ତି ହୋଇ ଓଡ଼ିଶା…

କରୋନା ବିରୋଧୀ ଯୁଦ୍ଧ: ସାଇକେଲରେ ବୁଲି ଲୋକଙ୍କୁ ସଚେତନ କରାଇଲେ ଉପଜିଲ୍ଲାପାଳ

ପଦ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବିସ୍ତାରରେ ଅଙ୍କୁଶ ଲଗାଇବା ପାଇଁ ସାରା ଭାରତରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ । ଯେହେତୁ ଏଯାଏଁ କରୋନା ପାଇଁ କୌଣସି ପ୍ରତିଷେଧକ ବାହାରି ନାହିଁ ତେଣୁ କେବଳ ସଚେତନତା ହିଁ ଏକମାତ୍ର…