Latest Odisha News

BREAKING NEWS

Yearly Archives

2020

ଆମେରିକାରେ ସ୍ଥିତି ଅସମ୍ଭାଳ; ଗୋଟିଏ ଦିନରେ ୧୭୩୮ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ୭୩୮ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୪୭ ହଜାରରେ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ଅତିକ୍ରମ କଲା, ମୃତ୍ୟୁ ସଂଖ୍ୟା ୬୮୧ରେ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୧ ହଜାର ୩୯୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,  ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୪-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ତା  ୨୩ ରିଖ  ଗୁରୁବାର ମେଷ ୧୧ ଦିନ ବୈଶାଖ  ମାସ କୃଷ୍ଣ ପକ୍ଷ ଅମାବାସ୍ଯା ଭୁକ୍ତ ପ୍ରତିପଦା ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:  ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ମେଷ…

୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ଅବଧି ଶେଷ ହେବା ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଦେଶରେ ଦ୍ୱିତୀୟ…

ରାଜଧାନୀରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ହଟାଯାଇଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀ ସୁସ୍ଥ ହେବା ପରେ ଏହି ସବୁ ଅଂଚଳରୁ କଣ୍ଟେନମେଣ୍ଟକୁ ହଟାଯାଇଛି । ମାତ୍ର ଆଗାମୀ ସାତ ଦିନ ଯାଏଁ ଏହି ସବୁ ଅଂଚଳ ଉପରେ ନଜର ରହିବ ବୋଲି…

ଆଗକୁ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ସରକାରଙ୍କ ପାଇଁ ବଡ ଆହ୍ୱାନ: ବାଗଚୀ

ଭୁବନେଶ୍ୱର: ଏହି ଲକଡାଉନ୍ ଦିନେ ନା ଦନେ ଖୋଲିବ । ବାହାରେ ଥିବା ଓଡ଼ିଆ ଖୁବଶୀଘ୍ର ରାଜ୍ୟକୁ ଫେରିବେ । ଆଗାମୀ ଦିନରେ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି ବୋଲି ଆଜି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି । ସେ କହିଛନ୍ତି,…

ଡାକ୍ତର, ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ନେଇ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମୀ, ବିଶେଷଜ୍ଞ ଓ ଅନ୍ୟସମସ୍ତ ଆଗଧାଡିର କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଢ ତଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର…

ଆମେରିକା ନେଭିକୁୁ ଟ୍ରମ୍ପଙ୍କ ନିର୍ଦ୍ଦେଶ : ଇରାନ ବିମାନ ଯଦି ଅସୁବିଧା ସୃଷ୍ଟି କରୁଛି ତାହା ହେଲେ ଖସାଇ ଦିଅ

ୱାଶିଂଟନ: ଇରାନ ବିପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ନିଷ୍ପତି ନେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ନେଭି ଟିମକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ଯଦି ଇରାନର ଯୁଦ୍ଧ ବିମାନ ବାରମ୍ବାର ସମୁଦ୍ର ମଧ୍ୟରେ ଅସୁବିଧା ସୃଷ୍ଟି କରୁଛି ତାହାହେଲେ ଶୁଟ କରି ଖସାଇଦିଅ । କରୋନା…

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ବିୟୋଗ

ମୁମ୍ବାଇ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବାପା ବସନ୍ତକୁମାର ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଛି । ମୁମ୍ବାଇରେ ୯୫ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ମିଥୁନ ଚକ୍ରବର୍ତ୍ତୀ ବେଙ୍ଗାଳୁରୁରେ ଏକ ଫିଲ୍ମର ସୁଟିଂ ପାଇ ଯାଇଥିବା ବେଳେ ଲକ୍ ଡାଉନ ଯୋଗୁଁ ସେଠାରେ ଫଶି…

ରାନୁ ମଣ୍ଡଳଙ୍କ ପରେ ସନ୍ନି ବାବା, ଭିଡିଓ ଭାଇରାଲ୍‌ !

ବିହାର: ଖୋଦ ନିଜେ ନିଜର ପରିଚୟ ଜାଣିଥାନ୍ତି ପ୍ରତିଭାଶାଳୀ ଲୋକ । ନିକଟରେ ରାନୁ ମଣ୍ଡଳ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବା ପରେ ଏହାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଥିଲା । ହେଲେ ଏବେ ରାନୁ ମଣ୍ଡଳଙ୍କ ପରେ ସାମ୍ନାକୁ ଆସିଛନ୍ତି ସନ୍ନି ବାବା । ଯାହାଙ୍କ ଇଂଲିଶ ଗାୟକୀ ଏବେ ସୋସିଆଲ ମିଡିଆରେ…