ଟି୨୦ ମ୍ୟାଚ ଆୟୋଜନ ପାଇଁ ଗାଭାସ୍କର ଦେଲେ ନୂଆ ଫର୍ମୂଲା
ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଚଳିତ ବର୍ଷ ଅ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି । ଗାଭାସ୍କର କହିଛନ୍ତି, ଦେଶରେ…