Latest Odisha News

BREAKING NEWS

Yearly Archives

2020

ଝଡ଼ର ଇଗଲ୍‌: ଉଡ଼ାଜାହାଜରେ ଉଡ଼ିବି

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି…

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୯୯, ୬୬୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୧, ୩୩୮ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୮,୦୬୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା…

୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରାପିଡ ଆଂଟିବଡି ଟେଷ୍ଟ । ଏନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଆଇସିଏମ୍‌ଆର୍। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ରାପିଡ ଟେଷ୍ଟ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଞ୍ଚ ହେବ । ଏଥିପାଇଁ…

୬ ହଜାର ଟଙ୍କା ଶସ୍ତା ହେଲା ୱାନପ୍ଲସର ଏହି ଦମଦାର ଫୋନ, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଚାଇନାର ଟେକ୍ କମ୍ପାନୀ ୱାନପ୍ଲସ ଦ୍ୱାରା ଲାଟେଷ୍ଟ ୱାନପ୍ଲସ ୮ ସିରିଜ ଲଞ୍ଚ କରି ଦିଆଯାଇ ସାଇଛି ।ଏହି କ୍ରମରେ ଦୁଇଟି ସ୍ମାର୍ଟଫୋନ୍ ୱାନପ୍ଲସ 8 ଏବଂ 8 ପ୍ରୋ ସାମିଲ ରହିଛି । ଭାରତରେ ନୂତନ ଫ୍ଲାଗସିପ୍ ଲଞ୍ଚ କରିବା ମାତ୍ରେ କମ୍ପାନୀ ପୂର୍ବ ୱାନ ପ୍ଲସର 7 T ପ୍ରୋ ର…

ଗୋଟିଏ ଦିନରେ ସୁସ୍ଥ ହେଲେ ୭୦୫ କାରୋନା ସଂକ୍ରମିତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ଭିତରେ ଦେଶ ପାଇଁ ଆସିଛି ଏକ ବଡ ଖୁସି ଖବର । ଗତ ୨୪ ଘଂଟା ମଧ୍ୟରେ ୭୦୫ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏ ପର‌୍ୟ୍ୟନ୍ତ ମୋଟ୍…

ନୂଆ ଲୁକ୍‌ରେ କପିଲ ଦେବ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଲକଡାଉନ୍ ଭିତରେ ସାମ୍ନାକୁ ଆସିଛି ପୂର୍ବତନ ଭାତରୀୟ କ୍ରିକେଟର କପିଲ ଦେବଙ୍କ ନୂଆ ଲୁକ୍ । ତାଙ୍କର ଏବେ ନୂଆ ଲୁକ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯିଏ ବି ତାଙ୍କ ନୂଆ ଲୁକ୍ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି । ଭାରତର କ୍ରିକେଟ କିମ୍ବଦନ୍ତୀ କପିଲ ନିଜ ମୁଣ୍ଡରୁ ସବୁ…

ଓଡିଆ ଫିଲ୍ମ ନିର୍ମାତା ସୁଶାନ୍ତ ମିଶ୍ରଙ୍କ ‘ଜୋସେଫ’କୁ ସିଲଭର ରେମି ପୁରସ୍କାର

ଭୁବନେଶ୍ୱର : ଓଡିଆ ଫିଲ୍ମ ନିର୍ମାତା ସୁଶାନ୍ତ ମିଶ୍ରଙ୍କ ଫିଲ୍ମ ‘ଜୋସେଫ-ବର୍ଣ୍ଣ ଇନ ଗ୍ରେସ୍‌’ କୁ ସିଲଭର ରେମି ପୁରସ୍କାର ପାଇଛି । ହୋଷ୍ଟନରେ ଆୟୋଜିତ ୫୩ତମ ୱାର୍ଲ ଫେଷ୍ଟ୍ ଖ୍ରୀଷ୍ଟିଆନ ଫିଚର ଫିଲ୍ମ କାଟାଗୋରୀ ପାଇଁ ମନୋନୀତ ହୋଇଛି । ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ…

ରାଜ୍ୟରେ ଦ୍ଵିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଜଣାଯାଇଛି । Covid positive Case No. 44 Patient was a resident of West…

ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୫ ମନ୍ତ୍ରୀ

ଭୋପାଲ: ଲକଡାଉନ ମଧ୍ୟରେ ଏବଂ ପ୍ରାୟ ଏକ ମାସ ପରେ ମଧ୍ୟପ୍ରଦେଶର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ଆଜି ମଧ୍ୟପ୍ରଦେଶର ୫ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ୫ ବିଧାୟକଙ୍କ ମଧ୍ୟରେ ସିନ୍ଧିଆଙ୍କ ୨ ସମର୍ଥକ ଅଛନ୍ତି । ତେବେ ଶପଥ ସମାରୋହରେ ସାମାଜିକ ଦୂରତା ପାଇଁ…

କରୋନା ମୁକାବିଲା: ଯାଜପୁରରେ ପହଞ୍ଚିଲା ରାପିଡ ରେସପନ୍ସ ଟିମ

ଯାଜପୁର: ଯାଜପୁରରେ ପହଞ୍ଚିଲା ରାପିଡ୍ ରେସପନ୍ସ ଟିମ୍ । ସ୍ବସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଡାଇରେକ୍ଟର ଡ. ବିଜୟ କୁମାର ପାଣିଗ୍ରାହୀ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ସହ ୪ ଜଣିଆ ଟିମ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। କରୋନା…