Latest Odisha News

BREAKING NEWS

Yearly Archives

2020

ବାଲେଶ୍ୱର ଜିଲ୍ଲାରେ ବଢିଲା କରୋନା ପଜିଟିଭଙ୍କ ସଂଖ୍ୟା, ମୋଟ ସଂଖ୍ୟା ୮ ଛୁଇଁଲା

ବାଲେଶ୍ୱର: ଚିହ୍ନଟ ହୋଇଥିବା ୫ ନୂଆ କରୋନା ପଜିଟିଭ ରୋଗୀ ବାଲେଶ୍ୱରର ବୋଲି ସୂଚନା ମିଳିଛି । ଏମାନଙ୍କର ମଧ୍ୟରେ ୩୪ ବର୍ଷୀୟ ଦୁଇଜଣ ମହିଳା, ୩୮ ବର୍ଷ ଓ ୨୬ ବର୍ଷର ଦୁଇ ଯୁବକ ଓ ୧୨ ବର୍ଷର ଜଣେ ବାଳକ ଅଛନ୍ତି । ଗତ ୧୯ ତାରିଖରେ ବାଲେଶ୍ୱରର ପଜିଟିଭ ବାହାରିଥିବା ଦୁଇ ଜଣଙ୍କର ଏମାନେ ନିକଟ…

କରୋନା ମହାମାରୀ: ଗତ ୨୪ ଘଣ୍ଟାରେ ଆମେରିକାରେ ୧୪୦୦ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୪୨୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା, ୫୯୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୧୮,୬୦୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୪,୭୫୯ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୫୯୦ ଜଣ…

ଯାଜପୁରରେ ୫ କରୋନା ପଜିଟିଭ ଚିହ୍ନଟ ପରେ ବଢିଲା କଟକଣା

ଯାଜପୁର: ସୋମବାର ଯାଜପୁରରେ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଏଥି ସହ କଣ୍ଟେନମେଣ୍ଟ ଅଂଚଳକୁ ବୃଦ୍ଧି କରାଯାଇଛି । ତିନିଟି ବ୍ଲକର ସାତଟି ପଞ୍ଚାୟତର ୧୩ଟି ଗାଁକୁ ସିଲ କରାଯାଇଛି । ମେ ୪ ତାରିଖ ରାତି ୮ଟା ଯାଏଁ କଟକଣା ବଳବତ୍ତର ରହିବ…

ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଆଉ ପାଞ୍ଚ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୭୯କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।  ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତି ବାଲେଶ୍ୱରର ବୋଲି ପ୍ରାଥମିକ ସୂଚନା ମିଳିଛି ।…

ଭାରତୀୟ ଚିକିତ୍ସା ସଂଘର ଚେତାବନୀ; ଅପ୍ରେଲ୍ ୨୩ରେ ପାଳିବ କଳା ଦିବସ !

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉପରେ ହିଂସାକୁ ବିରୋଧ କରି ଚେତାବନୀ ଦେଲା ଦ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) । ହିଂସାକାରୀଙ୍କ ବିରୋଧରେ ତୁରନ୍ତ କେନ୍ଦ୍ରୀୟ ଆଇନ୍ ଲାଗୁ ନହେଲେ ଅପ୍ରେଲ ୨୩ରେ ପାଳିତ ହେବ କଳା ଦିବସ । Our legitimate needs for safe…

କରୋନା ଅପଡେଟ୍ ‌; କୋଭିଡ୍‌-୧୯ରେ ସଂକ୍ରମିତ ୫୩ ସାମ୍ବାଦିକ !

ମୁମ୍ବାଇ: ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ଭନ୍ଧୀୟ ଟିକ୍‌ନିକ୍ ଖବର ପହଂଚାଉଥିଲେ । ହେଲେ ଏବେ ଖୋଦ ସେମାନେ କରୋନାଭାଇରସରେ ସଂକ୍ରମିତ । ଜଣେ କି ଦୁଇଜଣ ନୁହେଁ ବରଂ କୋଭିଡ୍‌-୧୯ ରେ ସଂକ୍ରମିତ ମୁମ୍ବାଇର ୫୩ ଜଣ ସାମ୍ବାଦିକ । ଏପରି ଘଟଣା ସାରା ଦେଶ ସମେତ ଗଣମାଧ୍ୟମ ଜଗତରେ ସୃଷ୍ଟି କରିଛି…

ବେଙ୍ଗ ଖାଉଛନ୍ତି ବିହାରବାସୀ; ଭିଡିଓ ଭାଇରାଲ୍ !

ବିହାର: ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଛି ବିହାର । ଭାଇରାଲ ହୋଇଛି ବେଙ୍ଗ ପୋଡି ଖାଇବାର ଭିଡିଓ । ତେବେ ବୟସ୍କ ପୁରୁଷ କି ମହିଳା ନୁହେଁ ବରଂ ଛୋଟଛୋଟ ପିଲା ବେଙ୍ଗ ପୋଡି ଖାଉଥିବାର ଏହି ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । Distressing video from Jehanabad,Bihar.…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୦୪-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ    ତା ୨୧ ରିଖ  ମଙ୍ଗଳବାର ମେଷ  ୯ ଦିନ ବୈଶାଖ ମାସ  କୃଷ୍ଣ ପକ୍ଷ  ଚତୁର୍ଦ୍ଦଶୀ  ତିଥି    ଉତ୍ତରଭାଦ୍ର ନକ୍ଷତ୍ର  ଦିନ ୧୦-୨୫ମିନିଟ୍ ପର୍ଯ୍ୟନ୍ତ ତାପରେ ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଭୋଗ…

ତାଳଚେରରେ କାର୍ଯ୍ୟକ୍ଷମ ହେଲା ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ ୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା…