ତିନି କୋଟି ଲୋକଙ୍କୁ ଭୋଜନ ପ୍ରଦାନ କରିବ ରିଲାଏନ୍ସ ଫାଉଣ୍ଡେସନ୍ର ‘ମିଶନ ଅନ୍ନ ସେବା’
ଭୁବନେଶ୍ୱର: କରୋନା ମହାମାରୀ ପରି ବିପର୍ଯ୍ୟୟ ସମୟରେ ବଂଚିିତ ବର୍ଗର ଲୋକଙ୍କ ପାଖରେ ଅନ୍ନ ପହଂଚାଇବା ଲାଗି ଏହାର ଉଦ୍ୟମକୁ ଆହୁରି ବ୍ୟାପକ କରିଛି ରିଲାଏନ୍ସ ଫାଉଣ୍ଡେସନ୍ ।
ମିଶନ୍ ଅନ୍ନସେବା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚଳାଇ ଫାଉଣ୍ଡେସନ୍ ପକ୍ଷରୁ ସାରା ଭାରତବର୍ଷରେ ୩ କୋଟି…