Latest Odisha News

BREAKING NEWS

Yearly Archives

2020

ଲକଡାଉନ ନିୟମ ଭାଙ୍ଗି ବଡ଼ଚଣା ଆଇଆଇସି ନିଲମ୍ବିତ

ପୁରୀ/କଟକ: ଓଡିଶା ଡିଜିପି ଅଭୟ ସୋମବାର ଦିନ ବଡ଼ଚଣା ପୋଲିସ ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ନିୟମ ଭାଙ୍ଗିବା ଏବଂ ଡ୍ୟୁଟିରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି। ଡିଜିପି ଟୁଇଟ୍ କରି କହିଛନ୍ତି ଯେ “ସ୍ୱର୍ଗଦ୍ୱାର ଥାନାରେ ଶ୍ରୀ ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ…

ପିକଅପ୍ ଭ୍ୟାନ୍ ଓଲଟି ୩ ମୃତ, ୯ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଣ୍ଡିଡୁଲି-ବିରୁଲିଗଡ ରାସ୍ତାରେ ସୋମବାର ସକାଳେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହେବା ସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ, ବ୍ରହ୍ମପୁର ନିକଟ ଭବନ୍ଦ ଠାରେ ଥିବା ଏକ କ୍ରସକୁ ଶ୍ରମିକମାନେ ଯାଉଥିବାବେଳେ…

କରୋନା ଆତଙ୍କ: ଭଦ୍ରକରେ ୫, ବାଲେଶ୍ୱରରେ ୨ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଯେଉଁ ୭ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରେ ଭଦ୍ରକ ଜିଲ୍ଲାରୁ ୫ଜଣ ଏବଂ ବାଲେଶ୍ୱର ଜିଲ୍ଲାରୁ ୨ ଜଣ । 7 New Positive Cases of…

ଓଡ଼ିଶାରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ୭ଟି ପଜିଟିଭ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ, ୧୦,୬୪୧ଟି କୋଭିଡ୍‌-୧୯ ନମୂନା ପରୀକ୍ଷା ହୋଇଥିବା ବେଳେ ୧୦,୫୭୩ଟି…

ଥମୁନି କରୋନା: ଦେଶରେ ୫୪୩ ମୃତ, ୨୪ ଘଣ୍ଟାରେ ୧୫୫୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୭,୨୬୫ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି…

କରୋନା ଆତଙ୍କ; ଗୋଟିଏ ଦିନରେ ଆମେରିକାରେ ୧୯୯୭ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ୯୯୭ ଜଣଙ୍କ ମୃତ୍ୟୁ ସହ ସର୍ବମୋଟ ମୃତ୍ୟୁ ସଂଖ୍ୟା ୪୦ ହଜାରରେ ପହଞ୍ଚିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୪-୨୦୨୦ ସୋମବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ ତା  ୨୦ ରିଖ  ସୋମବାର  ମେଷ  ୮ଦିନ  ବୈଶାଖ  ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ  ତିଥି   ଉତ୍ତର ଭାଦ୍ରବ ନକ୍ଷତ୍ର  ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-:  ମିଥୁନ   ରାଶିର ଘାତ ଚନ୍ଦ୍ର-:ଧନୁ ରାଶି…

ଲକ୍‌ଡାଉନ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପଶିଲେ ବଡଚଣା ଆଇଆଇସି, ମାମଲା ରୁଜୁ

ପୁରୀ: ନିୟମ ଭାଙ୍ଗିଲେ ପୋଲିସ ବାବୁ । ଲକ୍‌ଡାଉନ କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ପରିବାର ସହ ଦର୍ଶନ କରିବା ମହଙ୍ଗା ପଡିଲା । ଫେରିବା ପରେ ସିଂହଦ୍ୱାର ପୋଲିସ ତାଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ବଡଚଣା ଆଇଆଇସି ଦୀପକ ଜେନା ପରିବାର ସହ ଶ୍ରୀମନ୍ଦିରକୁ ଦକ୍ଷିଣ ଦ୍ୱାର ପଟେ ପ୍ରବେଶ…

ଆପ୍ ‌(AAP) ସରକାର ବିରୋଧରେ କପିଲ ମିଶ୍ରାଙ୍କ ଖାଦ୍ୟ ଅଭାବ ଅଭିଯୋଗ; ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଦିଲ୍ଲୀର ଏକ ଭିଡିଓ । ଜାହାଙ୍ଗିରପୁରି ମ୍ୟୁନିସିପାଲ ସ୍କୁଲରେ ଖାଦ୍ୟ ବଣ୍ଟନ ନେଇ ବ୍ୟାପକ ଅବ୍ୟବସ୍ଥା । ଏପରିକି ଲୋକେ ସ୍କୁଲ ଗେଟ୍ ଭାଙ୍ଗିବା ସହ ଦଳାଚକଟାର ସମ୍ମୁଖୀନ ହୋଇଥିଲେ । खाने के लिए भागते, गिरते, मरते लोग सीरिया,…

ରାଜଧାନୀରେ ଜାରି ରହିବ ଲକ୍‌ଡାଉନ କଟକଣା, ପରିଚୟପତ୍ର ଦେଖାଇ ଅଫିସ ଯାଇପାରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସାରା ଦେଶରେ ଲକ୍ ଡାଉନକୁ ମେ ତିନି ଯାଏଁ ବୃଦ୍ଧି କରାଯାଇଥିବା ବେଳେ ଏପ୍ରିଲ ୨୦ ତାରିଖରୁ କେତେକ କ୍ଷେତ୍ରରେ କଟକଣା ସାମାନ୍ୟ କୋହଳ କରାଯିବା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ହଟସ୍ପଟ ଚିହ୍ôନଟ ହୋଇଥିବା ଭୁବନେଶ୍ୱର ସହରରେ…