Latest Odisha News

BREAKING NEWS

Yearly Archives

2020

କରୋନା ସହ ୧୦ ଦିନ ଲଢି ଆଖି ବୁଜିଦେଲେ ଏସିପି…

ଲୁଧିଆନା: ପଞ୍ଜାବପ ପ୍ରଦେଶ ଲୁଧିଆନାର ଆସିଷ୍ଟାଷ୍ଟ କମିଶନର୍ ଅଫ ପୋଲିସ (ଏସିପି) ହେଲେ ଅନିଲ୍ କୋହଲି । ଜନସାଧାରଣଙ୍କୁ କରୋନା କବଳରୁ ବଞ୍ଚାଇବା ଲାଗି ଦିନ ରାତି ଖରାରେ ଛିଡ଼ା ହୋଇ ସେବା ସହିତ କର୍ତ୍ତବ୍ୟ କରୁଥିଲେ । କରୋନା ଭୂତାଣୁରେ ସଂକ୍ରମିତ ହେବାପରେ ଚିକିତ୍ସିତ ହେଉଥିଲେ । ଶନିବାର…

ମହଙ୍ଗା ପଡିଲା ଦ୍ୱେଷପୂର୍ଣ୍ଣ ଭାଷଣ, ଗିରଫ ହେଲେ ଏଜାଜ ଖାନ୍ !

ମୁମ୍ବାଇ: ପୁଣି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍ । ହେଲେ ଏଥର କୌଣସି ନେତା କି ଅଭିନେତାଙ୍କୁ ଧମକ ଦେଇ ନୁହେଁ ବରଂ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଭାଷଣ ମାରି ପୋଲିସ ହାତରେ ବନ୍ଧା ହୋଇଛନ୍ତି । Mumbai: Actor Ajaz Khan has been arrested & case registered against…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ତିନି ମୃତ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର କାଳବୈଶାଖୀ ସହ ବର୍ଷା ହୋଇଛି । କେତେକ ସ୍ଥାନରେ ବଜ୍ରାଘାତ ହେବାରୁ ପ୍ରାୟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱରର ଦୁଇ ଜଣ ଥିବା ବେଳେ ଗଂଜାମ ଆସକାର ଜଣେ ବ୍ୟକ୍ତି ଅଛନ୍ତି । ସେହିପରି ଘଡଘଡି ବେଳେ ଗଂଜାମ…

ଲକ୍‌ଡାଉନରେ ଯାଉଥିଲେ ବିଶାଖାପାଟଣାରୁ କୋଲକାତା, ଅଟକ ରଖିଲା ଓଡିଶା ପୋଲିସ

ବ୍ର୍ରହ୍ମପୁର : ଲକ୍‌ଡାଉନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ଚାଲି ଚାଲି ନିଜ ଗାଁକୁ ଫେରୁଥିବାର ଦେଖାଯାଉଛି । ବିଶାଖାପାଟଣାରୁ କୋଲକାତା ଅଭିମୁଖେ ବାହାରିଥିବା ୧୦ ଜଣ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଶନିବାର ପୋଲିସ ଲାଂଜିପଲ୍ଲୀ ବାଇପାସ୍ ଠାରେ ଅଟକାଇଥିଲା ।…

ପାକିସ୍ତାନରେ ଚାଲିଛି ଅଜବ କାର୍ଯ୍ୟ; ନାଚିଲେ ମିଳୁଛି କରୋନା ସହଯୋଗ !

ଇସ୍ଲାମାବାଦ: ଘାତକ କରୋନା ମହାମାରୀର ଯନ୍ତ୍ରଣା ଭୋଗୁଛି ଏବେ ସାରା ବିଶ୍ୱ । ତେବେ ପାକିସ୍ତାନରେ ସାଧାରଣ ଜନତାଙ୍କ ସମେତ ଗରିବ ଅସହାୟ ଜନସାଧାରଣ ଅସହ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନରେ ଅଧିକାଂଶ ଗରିବ ଜନସାଧାରଣ ଭୋଗୁଛନ୍ତି ଅବ୍ୟକ୍ତ ଯନ୍ତ୍ରଣା । କେବଳ ଜନସାଧାରଣ…

ଆଇ ଲିଗ୍ ଅଧାରୁ ବନ୍ଦ ହେଲା, ମୋହନବାଗାନ ଚାମ୍ପିୟନ ଘୋଷିତ

କୋଲକାତା: କରୋନା ଭାଇରସ ଯୋଗୁ ଆଇ ଲିଗ୍ ଅଧାରୁ ବନ୍ଦ କରାଯାଇଛି । ବଳକା ୨୮ଟି ମ୍ୟାଚ୍‌କୁ ବାତିଲ  ହେବାରୁ ମୋହନ ବାଗାନଙ୍କୁ କମିଟି ପକ୍ଷରୁ ଚାମ୍ପିୟନ ଘୋଷଣା କରାଯାଇଛି । କରୋନା ପାଇଁ ମେ ୩ ତାରିଖ ଯାଏ ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଲକଡାଉନ ଯୋଗୁ ଲୋକଙ୍କୁ ଘରୁ ବାହାରିବାକୁ…

ଏଡ଼ସ ପାଇଁ ଟୀକା ଖୋଜୁ ଖୋଜୁ କରୋନା ଭାଇରସର ସୃଷ୍ଟି : ନୋବେଲ ବିଜେତା ମୋଂଟେଗେନର

ପ୍ୟାରିସ:ଏଚଆଇଭି ତଥା ଏଡ଼ସ ସମ୍ପର୍କରେ ସାରା ବିଶ୍ୱ ତଥ୍ୟ ଯୋଗାଇଥିବା ନୋବେଲ ପୁରସ୍କାର ବିଜେତା ଲ୍ୟୁକ ମୋଂଟେଗେନର ଶନିବାର ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ଏଡସ ଟୀକା ବାହାର କରିବା ପାଇଁ କରାଯାଉଥିବା ଗବେଷଣାରୁ କରୋନା ଭାଇରସର ସୃଷ୍ଟି । ଅସାବଧାନତା ଯୋଗୁ ଏହା ବ୍ୟାପି…

ଟେବୁଲଟେନିସର ୭ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ବାତିଲ ହେଲା

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଅନ୍ତରାଷ୍ଟ୍ରୀୟ ଟେବୁଲ ଟେନିସ ସଂଘ (ଆଇଟିଟିଏଫ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶନିବାର ନେଇଛି । ରିପୋର୍ଟ ମୁତାବକ ଆଇଟିଟିଏଫ ୨ ୱାର୍ଲ୍ଡ ଟୁର ସମେତ ୯ ଟୁର୍ନାମେଂଟକୁ ବାତିଲ କରିଦେଇଛି । ଆସନ୍ତା ଜୁନ ଶେଷ ସୁଦ୍ଧା କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ହେବ…

ଆଲପ୍ସର ମ୍ୟାଟରହର୍ଣ୍ଣରେ ତ୍ରିରଙ୍ଗା

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ଭାରତର ସୁଚିନ୍ତିତ କଡା ପଦକ୍ଷେପକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱାଗତ କରୁଛନ୍ତି । ଏହି ଦୌଡରେ ସାମିଲ ହୋଇଛି ସୁଇଜରଲାଣ୍ଡ । ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ସମୟ ସୀମାକୁ ମେ ୩ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏହାକୁ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ, ୬୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୬୧ରେ ପହଂଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଆକ୍ରାନ୍ତ ବ୍ୟକ୍ତି ଜଣକ ବାଲେଶ୍ୱରର । ତାଙ୍କ ବୟସ ୫୮ ବର୍ଷ । ତେବେ ତାଙ୍କ ଗସ୍ତ ବିବରଣୀ ନେଇ…