Latest Odisha News
Yearly Archives

2020

ଆରମ୍ଭ ହେଲା ଜନ ସହାୟତା କେନ୍ଦ୍ର: ଫୋନରେ ମିଳିବ ସ୍ୱାସ୍ଥ୍ୟ ଓ ମାନସିକ ସମସ୍ୟା ପରାମର୍ଶ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଂଗଠନମାନେ ମିଳିତ ଭାବେ ଏକ ଜନ ସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଶୁଳ୍କ ନମ୍ବର ଜାରି…

ଟିମ୍ ଇଣ୍ଡିଆର ମହିଳା ପେସର ଗ୍ୟାସ ସିଲିଣ୍ଡର ଉଠାଇ ଅଭ୍ୟାସ କରୁଛନ୍ତି

ଭୋପାଳ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ଏହା ଦ୍ୱାରା ଯେପରି ଅଭ୍ୟାସରେ ଅସୁବିଧା ସୃଷ୍ଟି ନ ହେବ ସେଥିପାଇଁ ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ପୂଜା ବାସ୍ତ୍ରକାର ନିଜ ଘରର ଛାତକୁ ଅଭ୍ୟାସ ଗ୍ରାଉଣ୍ଡ କରିଦେଇଛନ୍ତି । ସେଠାରେ ସେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ । ୩ ଦିନ ପରେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସିଛି ଆଶ୍ୱସ୍ତିକର ଖବର । ଭୁବନେଶ୍ୱରରୁ ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪ଜଣ ସୁସ୍ଥ ହୋଇଛନ୍ତି ।ଏନେଇ ଟ୍ୱିଟ୍…

ଦିଲ୍ଲୀରେ ଡାକ୍ତରଙ୍କ ଆତ୍ମହତ୍ୟା, ଆପ୍ ବିଧାୟକଙ୍କ ବିରୋଧରେ କେସ୍ ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀର ଦେଓଲି ଅଂଚଳରେ ରାଜେନ୍ଦ୍ର ସିଂ ନାମକ ଜନୈକ ଡାକ୍ତର ଆତ୍ମହତ୍ୟା କରିଛନ୍ତି । ସେ ଦୁର୍ଗାବିହାରରେ ଦୀର୍ଘ ଦିନ ଧରି କ୍ଲିନିକ ଚଲାଉଥିଲେ । ଏହା ବ୍ୟତୀତ ଦିଲ୍ଲୀ ଜଳବୋର୍ଡରେ ସେ ଟ୍ୟାଙ୍କର ଲଗାଇଥିଲେ । କିଛି ଦିନ ତଳେ ସ୍ଥାନୀୟ ବିଧାୟକ ପ୍ରକାଶ ଜାରୱାଲ ତାଙ୍କୁ ଏଥିରୁ…

୨୦୨୦ରେ ରିଲିଜ ହେବନି ଅମୀରଙ୍କ ଲାଲ ସିଂ ଚଡ୍ଡା

ମୁମ୍ବାଇ: କରୋନା ଭାଇରସ ଯୋଗୁ ଚଳିତ ବର୍ଷ ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ଦେଖିବାରୁ ଦର୍ଶକ ବଂଚିତ ହେବେ । ଶନିବାର ଅମୀର ଖାଁଙ୍କ ଅଭିନୀତ ଲାଲ ସିଂ ଚଡ୍ଡା ଚଳିତ ବର୍ଷ ରିଲିଜ ହେବ ନାହିଁ ବୋଲି ଆୟୋଜକ ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଲେଖକ ଅତୁଲ କୁଳକର୍ଣ୍ଣି ମଧ୍ୟ ଫିଲ୍ମର ଶୁଟିଂ…

୨ୟ ପର୍ଯ୍ୟାୟ ଲକ୍‌ଡ଼ାଉନ: ଏହି ୯ଟି ଜିଲ୍ଲାରେ ଚାଲିବନି ଘରୋଇ ଯାନବାହନ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟସୀମା ବୃଦ୍ଧି କରିବା ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ଭୂତାଣୁ ଯୋଗୁଁ ଯେଉଁ ସବୁ ଜିଲ୍ଲାଗୁଡ଼ିକୁ ଅଧିକ ନଜର ରଖାଯାଇଛି ସେହିସବୁ ଜିଲ୍ଲା ଗୁଡ଼ିକରେ ଘରୋଇ ଯାନବାହନ ଚଳାଚଳ କରିବ ନାହିଁ । କେବଳ…

ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ରୋମାଂଟିକ ମେସେଜ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡର ନାୟିକା ଆଥିୟା ସେଟ୍ଟୀଙ୍କ ରୋମାନ୍ସ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିନେଇ ପୂର୍ବରୁ ଅବଶ୍ୟ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ମେସେଜ ଏହି ଧାରଣାକୁ ସ୍ପଷ୍ଟ…

ମାସ୍କ ପିନ୍ଧି ବେଦିରେ ବସିଲେ ବର-କନ୍ୟା

ଅନୁଗୁଳ/ସୁନ୍ଦରଗଡ: ଲକଡାଉନରେ ହେଲେ ହାତକୁ ଦି ହାତ । ମାସ୍କ ପିନ୍ଧି ବେଦିରେ ବସିଲେ ବର-କନ୍ୟା । କରୋନାକୁ କଲେନି ଖାତିର । ଲକଡାଉନ ଅଟକାଇ ପାରିଲାନି ବିବାହ । ନଥିଲା ବାଜ କି ବାଣ ରୋଷଣି । ସାଙ୍ଗ ସାଥି, ବନ୍ଧୁବାନ୍ଧବ ବି ଅଧିକ ନଥିଲେ । କେବଳ ଘର ଲୋକଙ୍କ ଗହଣରେ ପଡିଛି ହାତଗଣ୍ଠି ।…

ମେ’ ୩ ଯାଏଁ ବଢ଼ିବ ବିଦେଶୀଙ୍କ ଭିସା ଅବଧି

ନୂଆଦିଲ୍ଲୀ: କରୋନା ପାଇଁ ଭାରତରେ ଫସି ରହିଥିବା ବିଦେଶୀଙ୍କ ବଢ଼ିବ ଭିସା ଅବଧି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମେ’ ୩ ଯାଏଁ ଭିସା ଅବଧିକୁ ବୃଦ୍ଧି କରାଯିବ । ଯେଉଁ ବିଦେଶୀ ନାଗରିକ ଭିସା ବୃଦ୍ଧି ପାଇଁ ଆବେଦନ କରିବେ ସେମାନଙ୍କ ବିନା ଶୁଳ୍କରେ ସରକାର…

ଭଉଣୀ ରଙ୍ଗୋଲିଙ୍କ ମାମଲାରେ ମୁହଁ ଖୋଲିଲେ କଙ୍ଗନା ରଣାୱତ୍ !

ମୁମ୍ବାଇ: ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେୟାର କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଭଉଣୀ ରଙ୍ଗୋଲିଙ୍କ ବିବାଦୀୟ ଟୁଇଟ୍ ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା । ଏ ନେଇ ଟୁଇଟରକୁ ବନ୍ଦ କରିବା ଲାଗି କଙ୍ଗନା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । …