Latest Odisha News

BREAKING NEWS

Yearly Archives

2020

ପୋଷ୍ଟାଲ୍ ଆର୍‌ଡ଼ି ଆକାଉଣ୍ଟ: ଅନ୍‌ଲାଇନ୍ ମାଧ୍ୟମରେ କିପରି କରିବେ ଟଙ୍କା ଜମା, ଜାଣନ୍ତୁ

ନୂଆଦିଲ୍ଲୀ: ପୋଷ୍ଟାଲ ବ୍ୟାଙ୍କ ରେକରିଙ୍ଗ ଡିପୋଜିଟ : ପୋଷ୍ଟାଲ ଆରଡି ଆକାଉଣ୍ଟରେ  ବିନିଯୋଗ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ |  ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ହାରରେ ସୁଧ ପାଇବେ |  ଆପଣ ଡାକଘର ବ୍ୟାଙ୍କରେ ଆରଡ଼ି ଖୋଲିପାରିବେ | ଡାକ ବିଭାଗ ବା ଇଣ୍ଡିଆନ୍ ପୋଷ୍ଟ ବିଭିନ୍ନ ଯୋଜନାରେ…

ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ହନର୩୦ ସିରିଜ; ଜାଣନ୍ତୁ, ଏହାର ମୂଲ୍ୟ ଓ ଫିଚର୍ସ

ନୂଆଦିଲ୍ଲୀ: ହନର ଏହାର ଘରୋଇ ବଜାର ଚାଇନାରେ ବହୁ ପ୍ରତୀକ୍ଷିତ ହନର୩୦ ସିରିଜ୍ ଲଞ୍ଚ କରିଛି | ଏହି ସିରିଜ୍ ଅଧୀନରେ କମ୍ପାନୀ ତିନୋଟି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ହନର୩୦, ହନର୩୦ପ୍ରୋ ଏବଂ ହନର୩୦ପ୍ରୋ+ ଲଞ୍ଚ କରିଛି | ଏହି ସ୍ମାର୍ଟଫୋନରେ ୫ଜି କନେକ୍ଟିଭିଟି ଏବଂ ୪୦ୱାଟ ଫାଷ୍ଟ ଚାର୍ଜିଂ…

କରୋନା ଲଢେଇରେ ସାମିଲ୍ ହେଲେ ବିଶ୍ୱ ସୁନ୍ଦରୀ

ମୁମ୍ବାଇ: ସାରା ବିଶ୍ୱକୁ ଏବେ କରୋନା ମହାମାରୀ ଆତଙ୍କିତ କରିଦେଇଥିବା ବେଳେ ଏବେ ତିନିଜଣ ବିଶ୍ୱ ସୁନ୍ଦରୀ ବିଶ୍ୱବ୍ୟାପୀ ଚାଲିଥିବା କରୋନା ବିରୁଦ୍ଧ ଲଢେଇରେ ସାମିଲ୍ ହୋଇଛନ୍ତି । I’m honoured to be part of UNICEF India’s initiative to make my fellow citizens aware of…

ଲକ୍‌-ଡାଉନ୍ ଅପରାଧ; ମଦ ଚୋରି ଅଭିଯୋଗରେ ୩ ଗିରଫ !

ରାଉରକେଲା: ବୁଧବାର ପ୍ଲାଣ୍ଟ ସାଇଟ୍ ପୋଲିସ ମଦ ଦୋକାନ ଭାଙ୍ଗି ଚୋରି କରିବା ଅଭିଯୋଗରେ ସେକ୍ଟର-୨୧ ଅଂଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୪ କାର୍ଟୁନ ମଦ ଓ ଚୋରିରେ ବ୍ୟବହାର ହୋଇଥିବା ଅଟୋରିକ୍ସାକୁ ପୋଲିସ ଜବତ କରିଛି । ସୋମବାର ରାତିରେ ୩ ଅଭିଯୁକ୍ତ…

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ଆରମ୍ଭ !

ଭୁବନେଶ୍ୱର: ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ଉଦ୍ୟମରେ ଇସ୍ପାତ ଜେନେରାଲ ହସ୍ପିଟାଲରେ (IGH) କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୋଧୀ ଲଢେଇରେ ଓଡିଶାକୁ ମଜବୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The new…

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି…

କେନ୍ଦ୍ର ସରକାରଙ୍କ ରେଡ୍ ଜୋନରେ ଦିଲ୍ଲୀ, ମୁମ୍ବାଇ, ପୁଣେ ଓ ବେଙ୍ଗାଳୁୁରୁ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ଅବଲମ୍ବନ କରିଛନ୍ତି। ଏଥିରେ ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଥିବା ଏଗୁଡିକୁ ରେଡ୍ ଜୋନରେ ରଖାଯାଇଛି। ଏହି ରେଡ୍ ଜୋନ୍ ଭିତରେ ଅଛନ୍ତି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ,…

କୃଷିଜାତ ସାମଗ୍ରୀ ପରିବହନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି

ନୂଆଦିଲ୍ଲୀ: ଲକଡାଉନ୍ ବେଳେ କୃଷିଜାତ ସମଗ୍ରୀର ଆନ୍ତଃରାଜ୍ୟ ପରିବହନ ପାଇଁ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଦୁଇଟି ୧୮୦୦୧୮୦୪୨୦୦ ଓ ୧୪୪୮୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି । ସଂପୃକ୍ତ ମାଲ…

ଲକ୍‌ଡାଉନ ଡାଏରୀ : ଘର, ଘରଣି ଓ ଘରକାମରେ ବ୍ୟସ୍ତ ବ୍ୟଙ୍ଗ କବି ଜ୍ଞାନ ହୋତା

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ନା ଅଛି ଅଫିସ ଯିବାର ଟେନ୍‌ସନ୍ ନା ଘରୁ ବାହାରକୁ ବାହାରିବାର ମଉକା । ସକାଳୁ ରାତି ଯାଏଁ ଘରେ ବିତୁଛି । ତେବେ ବର୍ତ୍ତମାନ ପରିସ୍ଥିତିରେ କେମିତି କଟୁଛି ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ଲକ୍‌ଡାଉନ୍ ବେଳା ଆଜି ଜାଣିବା ଲକ୍ ଡାଉନ ଡାଏରୀରେ ।…

କରୋନା କ୍ଷତି: ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘକୁ ଆର୍ଥିକ ସହାୟତା ଦାବି

ଭୁବନେଶ୍ୱର: କୋଭିଡ୧୯ ଯୋଗୁଁ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଲେୟାର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ଖୁବ୍ ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ଲେୟାର ଚାଷୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ହୋଇଛି । ଗତ କିଛି…