Latest Odisha News

BREAKING NEWS

Yearly Archives

2020

ଡେନମାର୍କରେ ସ୍କୁଲ ଖୋଲିଲା

କୋପେନହାଗେନ: ଡେନମାର୍କରେ ଲକଡାଉନ ନିୟମକୁ କିଛି ମାତ୍ରାରେ କୋହଲ କରାଯାଇଛି । କରୋନା ସଂକ୍ରମିତଙ୍କ ରିପୋର୍ଟ କମ୍ ହେଉଥିବାରୁ ସ୍ଥାନୀୟ ସରକାର ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ନର୍ସରୀଜ, କିଣ୍ଡରଗାର୍ଟେନସ ଓ ପ୍ରାଇମେରୀ ସ୍କୁଲଗୁଡିକୁ ଖୋଲି ଦିଆଯାଇଛି ।…

ଚୀନ ଯୋଗୁ ଥାଇଲାଣ୍ଡ୍‌, ଲାଓସ, କାମ୍ବୋଡ଼ିଆ ଏବଂ ଭିଏତ୍‌ନାମରେ ମରୁଡ଼ି ଅବସ୍ଥା

ବେଜିଂ: ଚୀନ ଯୋଗୁ ସାରା ବିଶ୍ୱ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ଭାଇରସ, ଚୀନ ସାଗରରେ ଯୁଦ୍ଧ ଜାହଜ ପଠାଇବା ଏବେ ପଡୋଶୀ ଦେଶଗୁଡିକୁ ଯାଉଥିବା ପାଣି ରୋକିବା ପରି ଅମାନବୀୟ କାର୍ଯ୍ୟ କରି ଚାଲିଛି । ଚୀନ ମେକାଙ୍ଗ୍ ନଦୀର ପାଣିକୁ ରୋକି ଦେଇଛି । ଏହି ନଦୀ ଥାଇଲାଣ୍ଡ୍‌, ଲାଓସ,…

କୋରୋନା ଯୁଦ୍ଧରେ ସାରଥୀ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି: ସାରା ବିଶ୍ବ ପାଇଁ ଆତଙ୍କ ଆଣିଛି କୋରୋନା । ରାଜ୍ୟରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମହାମାରୀର ମହାସଂଗ୍ରାମରେ ସାରଥୀ ସାଜି ଆମ୍ବୁଲାନ୍ସ ଡ୍ରାଇଭରମାନେ ନିଜ କର୍ତ୍ତବ୍ୟକୁ ନିର୍ଭିକ ହୋଇ ପାଳନ କରୁଛନ୍ତି । ମହାମାରୀ କୋରୋନା ବିରୋଧରେ ଏବେ ସାରା…

ଦେଶର ୧୭୦ଟି ଜିଲ୍ଲା ହଟସ୍ପଟ କିନ୍ତୁ ହୋଇନି ଗୋଷ୍ଠୀ ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଏବେ ୧୭୦ଟି ଜିଲ୍ଲାକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ସେହିପରି ୨୦୭ଟି ଜିଲ୍ଲା ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଏସବୁ ଜିଲ୍ଲା ଗୁଡିକ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ତେବେ ଏସବୁ ବାଦ୍ ମଧ୍ୟ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ…

ଏଏଫ୍‌ସି ଚାମ୍ପିୟନ୍ସ ଲିଗ, ଏଏଫ୍‌ସି କପ୍ ଆୟୋଜନ ହେବ !

କୁଆଲାଲମ୍ପୁର: କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟଗୁଡିକୁ ଆୟୋଜନ କରିବା ନେଇ ଆୟୋଜକ ଦେଶଗୁଡିକ ଧିରେ ଧିରେ ଅଂଟା ଭିଡୁଛନ୍ତି । ଏସିଆରେ ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ…

କରୋନା ଯୋଗୁ ଟୁର ଡି ଫ୍ରାନ୍ସ ଘୁଂଚିଲା

ପ୍ୟାରିସ: କରୋନା ଭାଇରସ ଯୋଗୁ ଟୁର ଡି ଫ୍ରାନ୍ସ ସାଇକେଲ ରେସକୁ ଘୁଂଚାଇ ଦିଆଯାଇଛି । ଆୟୋଜକଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହା ଅକ୍ଟୋବରରେ ହୋଇପାରେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହା ୨୭ ଜୁନରୁ ଆରମ୍ଭ ହେବାକୁ ଥିଲା । ୩ ସପ୍ତାହ ବ୍ୟାପୀ ହେବାକୁ…

ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା କରୋନା ହଟସ୍ପଟ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ହେଉଛି କରୋନା ହଟସ୍ପଟ୍ । ସେହିପରି ଓଡ଼ିଶାର ୨୧ଟି ଜିଲ୍ଲା ଗ୍ରୀନ୍ ଜୋନ୍‌ରେ ରହିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ପାଇଁ ଦେଶର…

କରୋନା ଆତଙ୍କ: ଯାଜପୁରର ଏହି ୨ଟି ଗାଁ’ରେ ସପ୍ତାହେ ବ୍ୟାପି ଚାଲିବ ସାନିଟାଇଜେସନ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଗତକାଲି ଜିଲ୍ଲାର ସାନ ତ୍ରିଲୋଚନପୁର ଓ ସାଇପୁର ଗ୍ରାମକୁ କଣ୍ଟେନ୍ ମେଣ୍ଟ୍ ଜୋନ ଭାବେ ଘୋଷଣା କରାଯିବା ପରେ ଏହି ଦୁଇଟି ଗ୍ରାମକୁ…

ଫିଲ୍ମସିଟିରେ ରହୁଥିବା କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନୁରୋଧ କଲେ ଭାରତୀ

ମୁମ୍ବାଇ: କରୋନା ଭାଇରସ ଯୋଗୁ ସାରା ଦେଶକୁ ଲକଡାଉନ କରାଯାଇଛି । ଫିଲ୍ମସିଟି ଷ୍ଟୁଡିଓ ମଧ୍ୟ ଏଥିଯୋଗୁ ବନ୍ଦ କରି ଦିଆଯାଇଛି । ସେଠାରେ କେବଳ ଗାର୍ଡ ଜଗିବା ପାଇଁ ରହିଛନ୍ତି । ଷ୍ଟୁଡିଓ ଭିତରେ ରହୁଥିବା କିଛି କୁକୁର ଖାଦ୍ୟ ପାଉ ନ ଥିବା ଆଶଙ୍କ କରି କମେଡିଆନ୍ ଭାରତୀୟ ସିଂ ସେମାନଙ୍କ ପାଇଁ…

ଲକ୍‌ଡାଉନ ମନୋରଂଜନ : ଘରେ ରହି ପ୍ରସ୍ତୁତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଗୃହବନ୍ଦୀ’

ଭୁବନେଶ୍ୱର: ଲକ୍ ଡାଉନ ସମୟରେ ସମସ୍ତେ ଘରେ ବନ୍ଦ । ସିନେମା ହଲ ବନ୍ଦ ଏପଟେ ଟିଭିରେ କୌଣସି ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ନାହିଁ କି ଧାରାବାହିକ ନାହିଁ । ଏହି ସମୟରେ ଘରେ ରହି ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରର ନାଁ ରହିଛି ‘ଗୃହବନ୍ଦୀ’ । ଚଳଚ୍ଚିତ୍ରଟି ସୋସିଆଲ…