ବଢ଼ିଲା ସୂର୍ଯ୍ୟନଗର ଅଂଚଳର ଅବରୋଧ ପରିସୀମା
ଭୁବନେଶ୍ୱର: ବଢ଼ିଲା ଭୁବନେଶ୍ୱର ସୂର୍ଯ୍ୟନଗର ଅଂଚଳର ଅବରୋଧ ପରିସୀମା । ମଙ୍ଗଳବାର ବିଏମ୍ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅତିରିକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ରେ ସାମିଲ କରାଯାଇଛି । ଏନେଇ ବିଏମ୍ସି ପକ୍ଷରୁ ପୂରୁଣା ଅବରୋଧ ଅଂଚଳ ସହ ନୂଆ କରି ସାମିଲ ହୋଇଥିବା…