କରୋନା ମୁକାବିଲା : ଆସନ୍ତୁ ଜାଣିବା କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି
ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ତାର ତାଣ୍ଡବ ଜାରି ରଖିଛି । ଆସନ୍ତୁ ଜାଣିବା କରୋନା ଭାଇରସ ସହ ଲଢ଼େଇରେ କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି ।
ମୋରାଲିନା ଏଡୋ: କରୋନା ଭାଇରସ ଟୀକା ନ ବାହାରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଥିବ । ତେବେ ଜର୍ମନ…