Latest Odisha News

BREAKING NEWS

Yearly Archives

2020

ପିଏମ୍ କେୟାର୍ସ ଫଣ୍ଡ ନାଁରେ ୫୨ ଲକ୍ଷରୁ ଅଧିକ ଠକେଇ, ୨ ଅଭିଯୁକ୍ତ ଗିରଫ !

ଝାଡଖଣ୍ଡ: ଗୁରୁବାର ଝାଡଖଣ୍ଡ ପୋଲିସ ପିଏମ୍ କେୟାର ଫଣ୍ଡ ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ତଦନ୍ତରୁ ଜଣାପଡିଥିଲା ଦୁଇ ଅଭିଯୁକ୍ତ ନୁର ହସନ ଓ ମହମ୍ମଦ ଇଫତିକାର ଫେକ୍ ୱେବସାଇଟ୍…

ଯାଜପୁରରେ କୋହଳ ହେଲା ଲକଡାଉନ; ଖୋଲା ରହିବ ଏହିସବୁ ଦୋକାନ

ଯାଜପୁର: ଯାଜପୁରରେ କୋହଳ ହୋଇଛି ଲକଡାଉନ । ଲକଡାଉନ ସମୟରେ ସାଇକେଲ ଗ୍ୟାରେଜ,ପାଠ୍ୟ ଉପକରଣ ଦୋକାନ, ଦୁଗ୍ଧ ଜାତ ଦ୍ରବ୍ୟ,ଏଲେକ୍ଟ୍ରି ଉପକରଣ ସାମଗ୍ରୀ ଦୋକାନ ଆଦି ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ,…

ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ମୋଦୀ ଓ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆମାନେ ଆଜିର ଏହି ପବିତ୍ର ଦିବସକୁ ନୂଆବର୍ଷ ରୂପେ ପାଳନ କରିଥାଆନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଓଡ଼ିଶାବାସୀଙ୍କୁ ପଣା ସଂକ୍ରାନ୍ତି ତଥା ନବବର୍ଷର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।…

ଓଡ଼ିଆରେ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ଆଜି ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି । ଏହି ବିଶେଷ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଓଡିଆ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ  ସଂକ୍ରାନ୍ତି ଅବସରରେ…

ଭାରତର କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୦ ଟପିଲାଣି। ଆସନ୍ତୁ…

କୋଭିଡ଼-୧୯: ଡାକ୍ତରଖାନାରୁ ଫେରି ନିଜ ଅନୁଭୁତି ବାଣ୍ଟିଲେ ଓଡ଼ିଶାର ଏହି ବ୍ୟକ୍ତି

ଭୁବନେଶ୍ବର: ମାରାତ୍ମକ କରୋନା କବଳରୁ ସୁସ୍ଥ ହେବା ପରେ ନିକଟରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ପ୍ରତାପ ଦଳ ବେହେରା ଗଣମାଧ୍ୟମ ପ୍ରତିନିଧିମଙ୍କ ସହ ନିଜର ଅନୁଭୂତି ବାଣ୍ଟିଛନ୍ତି । "ମୋର ବଡ଼ ଭାଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୋ ପରିବାର ଏକ ରକମର ସ୍ତବ୍ଧ ହୋଇଯାଇଥିଲା । ସେ…

ଥମୁନି କରୋନା: ସାରାବିଶ୍ୱରେ ୧୮ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୪୬ ହଜାର ୬୮୦ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

କରୋନା ଅପଡେଟ୍: ଭାରତରେ ୯୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୯୧୫୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

କରୋନା ପାଇଁ ଫିକା ପଡିଲା ଝାମୁଯାତ୍ରା

ଭୁବନେଶ୍ୱର: ଆଜି ମହା ବିଷୁବ ସଂକ୍ରାନ୍ତି। ଏହି ବିଶିଷ୍ଟ ପର୍ବ ମାଧ୍ୟମରେ ଓଡ଼ିଶାର ସାମାଜିକ ତଥା ଆଧ୍ୟାତ୍ମିକ ଭିତ୍ତିଭୂମି ସୁଦୃଢ଼ ହୋଇଥାଏ। ଚୈତ୍ର ମାସରେ ଶିବ ଓ କାଳୀଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଦଣ୍ଡଯାତ୍ରା ଆଜି ଉତ୍‌ଯାପିତ ହୁଏ। ବାଲିଦଣ୍ଡ, ଜଳଦଣ୍ଡ ଓ ଅଗ୍ନିଦଣ୍ଡର ମାନସିକ…

ପଣା ସଂକ୍ରାନ୍ତି: କିପରି ପ୍ରସ୍ତୁତ ହୁଏ ବେଲ ପଣା, ଜାଣନ୍ତୁ

ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତି । ଓଡ଼ିଶାର ଲୋକେ ଏହାକୁ ବେଶ୍ ଧୁମଧାମର ସହ ପାଳନ କରନ୍ତି । ଏହିଦିନ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ପ୍ରାୟତଃ ଲୋକ ବେଲ ପଣା ପ୍ରସ୍ତୁତ କରିଥାନ୍ତି । ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିର ସ୍ୱତନ୍ତ୍ର ବେଲ…