Latest Odisha News

BREAKING NEWS

Yearly Archives

2020

ଉତ୍କଳୀୟ ପରମ୍ପରାରେ ଓଡ଼ିଆ ନବବର୍ଷ…

ଭୁବନେଶ୍ୱର: ନାନାଦି ପର୍ବପର୍ବାଣୀର କ୍ଷେତ୍ର ହେଉଛି ଓଡ଼ିଶା। ଏଠାରେ ବାର ମାସରେ ତେର ପର୍ବ। ଏହି କ୍ରମରେ ଗ୍ରୀଷ୍ମ ଋତୁର ପ୍ରଥମ ପର୍ବ ହେଉଛି ମହାବିଷୁବ ସଂକ୍ରାନ୍ତି, ଯେଉଁଠାରୁ ଆରମ୍ଭ ହୁଏ ଓଡ଼ିଆ ନବବର୍ଷ। ଓଡ଼ିଆ ନୂତନ ବର୍ଷର ଏହା ପ୍ରଥମ ସଂକ୍ରାନ୍ତି। ଏହାକୁ ପଣା ସଂକ୍ରାନ୍ତି ବା ଜଳ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୪-୨୦୨୦ ସୋମବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ତା ୧୩ ରିଖ  ସୋମବାର ମେଷ ୧ ଦିନ ବୈଶାଖ  ମାସ କୃଷ୍ଣ  ଷଷ୍ଠୀ ତିଥି   ମୂଳା  ନକ୍ଷତ୍ର  ଧନୁ  ଚନ୍ଦ୍ର ଘାତ ବାର-:  ମିଥୁନ   ରାଶିର  ଘାତ ଚନ୍ଦ୍ର:   ତୁଳା କୁମ୍ଭ ରାଶି ପୁରୁଷଙ୍କ ବୃଷ…

କଟକରୁ ହଟିଲା କ୍ଲଷ୍ଟର କଂଟେନମେଣ୍ଟ ଜୋନ କଟକଣା

କଟକ: କଟକର ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବାପରେ ସହରର ପଟାପୋଲ ଅଂଚଳରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣା ରବିବାର ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସିଏମ୍‌ସି କମିଶନର । ତେବେ ଏଠାରେ ବତ୍ତମାନ ଚାଲିଥିବା…

କଳାହାଣ୍ଡିର ଜଣେ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଂଚଳରୁ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା…

ପଂଜାବ ପୋଲିସ ଏଏସ୍‌ଆଇଙ୍କ କଟାହାତ ଯୋଡି ହେଲା

ପଟିଆଲା : ରବିବାର ସକାଳେ ଦୁର୍ବୃତଙ୍କ ଆକ୍ରମଣରେ ପଂଜାବ ପୋଲିସ ଏଏସ୍‌ଆଇ ହରଜିତ୍ ସିଂଙ୍କ କଟି ଯାଇଥିବା ହାତକୁ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଯୋଡିବାରେ ସଫଳ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଟ୍ୱିଟ୍‌ରେ ସୂଚନା ଦେଇ ପଂଜାବ ପୋଲିସ ମହାନିର୍ଦ୍ଦେଶକ ପିଜିଆଇର…

ମହାବିଷୁବ ସଂକ୍ରାନ୍ତି, ଶ୍ରୀହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ; କାହିଁକି ଗୋଟିଏ ଦିନରେ ପାଳିତ ହୁଏ !

ଭୁବନେଶ୍ୱର: ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ…

ମେରୁଯାତ୍ରା ବନ୍ଦ ନିର୍ଦ୍ଦେଶକୁ ଅବମାନନା କରି ପୋଲସରାରେ ୧୨ ଦଣ୍ଡୁଆ ଅଟକ

ବୁଗୁଡା: ଚାରିଆଡେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଗଂଜାମ ଜିଲ୍ଲାପାଳ ମେରୁ ଯାତ୍ରା ଉପରେ ରୋକ ଲଗାଇଥିଲେ । ତଥାପି କେତେକ ସ୍ଥାନରେ ଶ୍ରଦ୍ଧାଳୁ ପ୍ରଶାସନର ତାଗିଦାକୁ ନ ମାନି ମେରୁ ଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା । ରବିବାର ପୋଲସରା ବ୍ଲକର ମାଳତେନ୍ତୁଳିଆ ଓ ସୋଡକ…

୫୩ ଓ ୫୪ ନମ୍ବର କୋଭିଡ୧୯ ପଜିଟିଭ ରୋଗୀଙ୍କ ଜାଣନ୍ତୁ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର : ଗତ କାଲି ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ ବିଶ୍ରାର ହୋଇଥିବା ବେଳେ ତୃତୀୟ ଜଣକ ଝାରପଡାର ଓ ଚତୁର୍ଥ ଜଣଙ୍କ କେନ୍ଦ୍ରାପଡା ରାଜନଗର ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୩ନମ୍ବର କରୋନା ପଜିଟିଭ ଭୁବନେଶ୍ୱର…

ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୫

ନୂଆଦିଲ୍ଲୀ- ରବିବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆର ଅଂଚଳରେ ଏହି ଭୂମିକମ୍ପର ଝଝଟା ଅନୁଭୂତ ହୋଇଥିଲା । ପୂର୍ବ ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ଥିଲା । ତୀବ୍ରତା ରିକ୍ଟର ସ୍କେଲରେ ୩ଦଶମିକ ୫ ରହିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ…

ଜାଣନ୍ତୁ, ଓଡ଼ିଶାରେ କିପରି ପାଳିତ ହୁଏ ପଣା ସଂକ୍ରାନ୍ତି…

ଭୁବନେଶ୍ୱର: ଓଡ଼ିଆ ପଞ୍ଜିକା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ । ଏପରିକି ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।…