ଓଡିଶାରେ ଆଜି ପରୀକ୍ଷଣ ହୋଇଥିବା ସମସ୍ତ ୪୦୦ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ
ଭୁବନେଶ୍ୱର : କରୋନାରେ ସାରା ରାଜ୍ୟରେ ୪୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ସରକାରଙ୍କ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି ।
ବୁଧବାର ରାଜ୍ୟର ତିନିଟି ସ୍ୱୀକୃତ ସ୍ଥାନରେ ହୋଇଥିବା ସମସ୍ତ ୪୦୦ ସ୍ୱାବ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟବିଭାଗ…