Latest Odisha News

BREAKING NEWS

Yearly Archives

2020

ଜାପାନରେ ୭ଟି ସ୍ଥାନରେ ଏମରଜେନ୍ସି

ଟୋକିଓ:କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଶେଷରେ ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ଟୋକିଓ ଓ ଓସାକା ସମେତ ୭ଟି ଅଂଚଳରେ ଏମରଜେନ୍ସି ଲଗାଇଛନ୍ତି । ଏ ନେଇ ସୋମବାର ସୂଚନା ଦିଆ ଯାଇଥିଲା । ଆବେ କହିଥିଲେ କରୋନା ଯୋଗୁ ଦେଶରେ ଜୀବନ ଏବଂ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ…

କରୋନା ଯୋଗୁ ୭ ବର୍ଷ ପରେ ପୁଅକୁ ଫେରି ପାଇଲେ ବାପା-ମାଆ

ପାଟନା: ସବୁ ନକରାତ୍ମକ ଭିତରେ କରୋନା ଭାଇରସ କେତେକ ସକରାତ୍ମକ ଖବର ମଧ୍ୟ ଆଣୁଛି । ଏ ଭଳି ଏକ ଭଲ ଘଟଣା ଘଟିଛି ବିହାରରେ । ଛାପରା ଅଂଚଳର ବାବୁଲାଲ ଦାସଙ୍କ ପୁତ୍ର ଅଜୟ (ବିବେକ ଦାସ) ୭ ବର୍ଷ ତଳେ ହଠାତ ନିଖୋଜ ହୋଇ ଯାଇଥିଲା । ବହୁତ ଖୋଜାଖୋଜି ପରେ ବାବୁଲାଲ ତାଙ୍କ ପୁଅକୁ ପାଇ ନ ଥିଲେ ।…

EMI ଘୁଂଚାଇବାକୁ ଆସୁଛି କି କଲ୍ କି ମେସେଜ୍‌; ତେବେ ସାବଧାନ ହୋଇଯାଆନ୍ତୁ !

ନୂଆଦିଲ୍ଲୀ: କରୋନାମହାମାରୀ ଓ ଲକ୍‌-ଡାଉନ ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ଅନଲାଇନ୍ ସ୍କାମର୍ ବା ସାଇବର୍ ଠକ୍ । ଇଏମଆଇ ଘୁଂଚାଉଇବାକୁ କଲ୍ କିମ୍ବା ମେସେଜ କରି ଲୋକଙ୍କଠାରୁ ଲୁଟୁଛନ୍ତି ମୋଟା ଅଙ୍କର ଅର୍ଥରାଶି । .@RBI last week announced a three-month moratorium on…

୨ ବର୍ଷ ପାଇଁ ବିଧାୟକ ପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ୁଛି ସାରା ଦେଶ ଓ ରାଜ୍ୟ । ଏଭଳି ସ୍ଥିତିରେ ଓଡ଼ିଶାର ସବୁ ବିଧାୟକଙ୍କ ହାତ ପାଣ୍ଠି ତଥା ଏମ୍‌ଏଲ୍‌ଏ ଲାଡ ଫଣ୍ଡକୁ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ସବୁ ବିଧାୟକ…

ସବୁର ସମାଧାନ ନୁହେଁ ସର୍ଜିକାଲ୍ ଷ୍ଟ୍ରାଇକ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର କୋଭିଡ଼୍‌-୧୯ ବା କରୋନାର ଆକ୍ରମଣରେ ସାରା ବିଶ୍ୱ ଆଜି ହାହାକାର । ସେଥିପାଇଁ କୋଭିଡ଼୍‌-୧୯କୁ ବିଶ୍ୱମହାମାରୀର ଆଖ୍ୟାା ଦିଆଯାଇଛି । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ ବର୍ତମାନ ଏହି ମହାମାରୀର କବଳରେ । ଚୀନ୍‌ର ଉହାନ୍ ସହରରୁ ଆରମ୍ଭ…

କୋଭିଡ୍‌-୧୯ ; ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ !

ପଶ୍ଚିମବଙ୍ଗ: ବାହାରିନି କରୋନାଭାଇରସ୍‌ର ପ୍ରତିକାରକ । ହେଲେ ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ । କୌଣସି ପ୍ରତିକାରକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତି ଏପରି ମିଠେଇ ପ୍ରସ୍ତୁତ କରିଛନ୍ତି । ପଶ୍ଚିମବଙ୍ଗ ଯାଦବପୁରର ହିନ୍ଦୁସ୍ତାନ ସୁଇଟ୍ସ ନାମକ…

କେନ୍ଦ୍ରାପଡାର ୧୨ ଗାଁ ସିଲ୍‌

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ । ଆକ୍ରାନ୍ତଙ୍କ ଗାାଁର ୩ କିଲୋମିଟର ପରିଧି ଭିତରେ ଥିବା ୧୨ଟି ଗାଁକୁ ୪୮ ଘଂଟା ପାଇଁ ସିଲ୍ କରିଦିଆଯାଇଛି । ତିନୋଟି ପଞ୍ଚାୟତର ଏହି ସମସ୍ତ ଗାଁକୁ ଯିବା…

ଛତିଶଗଡରେ ପୋଲ ଉଡାଇଲେ ମାଓବାଦୀ

ମାଲକାନଗିରି: ସାରା ଦେଶ ମହାମାରୀ କରୋନା ବିରୋଧରେ ଲଢେଇ କରୁଥିବା ବେଳେ ଛତିଶଗଡରେ ପୋଲ ଉଡାଇବାକୁ ଉଦ୍ୟମ କରିଛନ୍ତି ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମାରେ ଗତକାଲି ମଧ୍ୟରାତ୍ରିରେ ନକ୍ସଲ ମାନେ ଏଭଳି କାଣ୍ଡ ଘଟାଇଛନ୍ତି । ଦୋର୍ଣ୍ଣାପାଲ ଜଗରଗୁଣ୍ଡା ମାର୍ଗ ଅଂଚଳ ପୋଲମପଲ୍ଲୀ…

କୋଭିଡ୍‌-୧୯; ଆଶଙ୍କାରେ ‘ମିଶନ ଗଗନୟାନ୍‌’, ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ !

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଘୁଂଚିପାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO)ର ମିଶନ୍ ଗଗନ୍‌ୟାନ୍ । ଲକ୍‌-ଡାଉନ୍ ପାଇଁ ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ । Indian astronauts' training on hold in Russia due to COVID-19 lockdown…

ଭୁବନେଶ୍ୱର ଆଇବି ଅଫିସ ସିଲ, କ୍ୱାରେଣ୍ଟାଇନରେ କର୍ମଚାରୀ

ଭୁବନେଶ୍ୱର: ସଂକ୍ରମଣ ଆଶଙ୍କାରେ ଆଜି ଭୁବନେଶ୍ୱର ଆଇବି ଅଫିସକୁ ସିଲ୍ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ନିଷ୍ପତି ନିଆଯିବ ।…