Latest Odisha News

BREAKING NEWS

Yearly Archives

2020

ଭୁବନେଶ୍ୱରର ସୂର୍ଯ୍ୟନଗର ଅଂଚଳ ସିଲ୍‌, ଘରୁ ନ ବାହାରିବା ପାଇଁ ବିଏମ୍‌ସିର ଅନୁରୋଧ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳରେ ଚିହ୍ନଟ ପରେ ଗୁରୁବାର ସନ୍ଧ୍ୟାରେ ବିଏମସି ପକ୍ଷରୁ ଏହି ଅଂଚଳକୁ ସିଲ କରାଯାଇଛି । ବିଏମସି ପକ୍ଷରୁ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗ ନଗର ଛକ, ଗଙ୍ଗ ନଗର ଛକରୁ ସିରିପୁର ଛକ, ସିରିପୁର ଛକରୁ…

କରୋନା ମୁକାବିଲା: ଭାରତକୁ ୧ ବିଲିୟନ ଡଲାର ଜରୁରୀକାଳୀନ ଅର୍ଥ ପ୍ରଦାନକୁ ବିଶ୍ଵବ୍ୟାଙ୍କର ମଞ୍ଜୁରୀ

ନୂଆଦିଲ୍ଲୀ: ମହାମାରୀ ଘୋଷିତ କରୋନାଭାଇରସର ମୁକାବିଲା ପାଇଁ ଭାରତକୁ ୧ ବିଲିୟନ ଡ଼ଲାରର ଜରୁରୀକାଳୀନ ଅର୍ଥ ପ୍ରଦାନକୁ ମଞ୍ଜୁରୀ ଦେଇଛି ବିଶ୍ୱ ବ୍ୟାଙ୍କ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବିଶ୍ଵ ବ୍ୟାଙ୍କ ପରିଯୋଜନା ଅନୁସାରେ ୨୫ ଟି ଦେଶକୁ ୧.୯…

କରୋନା କବଳରେ ସାରା ବିଶ୍ୱ: ମୃତ୍ୟୁ ସଂଖା ୫୨ ହଜାର ଟପିଲା

ଭୁବନେଶ୍ୱର: ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ହୋଇଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୨ ହଜାର ଟପିଛି । ଏଥି ସହିତ ପ୍ରାୟ ଦୁଇ ଲକ୍ଷ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ…

ଆଜି ସକାଳ ୯ ଟାରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରାଦେଶ ଲକଡାଉନ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିବା ନେଇ ସୂଚନା ପ୍ରଦାନ କରିଛନ୍ତି। At 9 AM tomorrow morning, I’ll share a small video message with my fellow…

ଆମେରିକାରେ କରୋନା ତାଣ୍ଡବ: ଅଢେଇ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ୱାସିଂଟନ: ଆମେରିକାରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦେଇଥିବା ତତଥ୍ୟ ଅନୁଯାୟୀ ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫,୦୬୬ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦୭୫ ର ପହଞ୍ଚିଛି । ଆମେରିକାର ନ୍ୟୁୟର୍କ ସହରରେ…

କରୋନା ମହାମାରୀ: ଭାରତରେ ୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୨୦୬୮ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩-୪-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ  ତା ୩ ରିଖ  ଶୁକ୍ରବାର ମୀନ ୨୧ ଦିନ ଚୈତ୍ର ମାସ  ଶୁକ୍ଳ ପକ୍ଷ  ଦଶମୀ   ତିଥି   ପୂଷ୍ଯା  ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-:  ବିଛା ଧନୁ ଓ ମୀନ  ରାଶିର     ଆଜି: କଳମ୍ବୀ ଶାଗ  ଖାଇବା…

କୋଭିଡ-୧୯; ଜାଣନ୍ତୁ କେଉଁ ରାଜ୍ୟରେ ବଳଦ ଓ ମଇଁଷି ପିନ୍ଧୁଛନ୍ତି ମାସ୍କ ?

ମଧ୍ୟପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ପ୍ରକୋପ । ଦେଶରେ ଜାରି ହୋଇଛି ୨୧ଦିନିଆ ଲକ୍‌-ଡାଉନ୍ । କରୋନାଠୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ସହ ଏକାନ୍ତବାସରେ ବି ରହୁଛନ୍ତି । ମଧ୍ୟପ୍ରଦେଶର ସିହୋର୍ ଜିଲ୍ଲାର ଚନ୍ଦେରୀ ଗାଁରେ କିଛି ନୂଆ…

୨୬୧ ରେଳ କୋଚ୍‌କୁ ସଂଗରୋଧ ପାଇଁ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: କୋଭିଡ଼୍‌-୧୯ ସଂକ୍ରମଣ ବୃଦ୍ଧି ସହିତ ସାରା ଦେଶରେ ଅଧିକ ସଂଖ୍ୟକ ସଂଗରୋଧ ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୨୬୧ଟି ଯାତ୍ରୀବାହୀ ରେଳ କୋଚ୍‌କୁ ସଂଗରୋଧ ବା କ୍ୱାରେନ୍‌ଟାଇନ୍ ସୁବିଧା ପ୍ରଦାନ ପାଇଁ ରୂପାନ୍ତର କରାଯାଉଛି । ଏହି କୋଚ୍ ଗୁଡ଼ିକରେ…

କରୋନା ଆତଙ୍କ: ଚୀନର ଏହି ସହରରେ କୁକୁର, ବିଲେଇ ଖାଇବା ହେଲା ବ୍ୟାନ୍ !

ବେଜିଂ: ଚୀନର ଅଧିକାଂଶ ସହରରେ ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ବିକ୍ରି ହେଉଥିବାର ପ୍ରାୟ ସମସ୍ତେ ଜାଣନ୍ତି । ଗତ ଡିସେମ୍ବର ଓ ଜାନୁଆରୀ ମାସ ଆରମ୍ଭରେ କରୋନା ସଂକ୍ରମଣ ଯୋଗୁଁ ଏହା ମହାମାରୀ ରୂପେ ଚୀନରୁ ସାରା ବିଶ୍ୱକୁ ବ୍ୟାପୀ ଯାଇଥିଲା । ତେବେ ସେନଝେନ ପ୍ରଥମ ଚୀନା ସହର ଭାବେ କୁକୁର ଓ…