Latest Odisha News

BREAKING NEWS

Yearly Archives

2020

କରୋନା କବଳରେ ଭାରତ; ୪୮ ଘଣ୍ଟାରେ ୬୪୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨୩୦୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । #COVID2019India UPDATE: ▪️Total confirmed…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ମେଡିକାଲରୁ ଡିସଚାର୍ଜ

ଭୁବନେଶ୍ୱର: ମାରାତ୍ମକ କରୋନାଭାଇରସ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଯାହା ରାଜ୍ୟବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତି ପ୍ରଦାନ କରିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍…

ତିନି ମାସ ଯାଏଁ ଘର ଭଡା ଛାଡ କିମ୍ବା ସ୍ଥଗିତ ରଖିବା ପାଇଁ ଘରମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: କରୋନା ମହାମାରୀର ସାରା ଦେଶ ମୁକାବିଲା କରୁଛି । ଲକ୍ ଡାଉନ ଯୋଗୁଁ ଲୋକେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ରାଜ୍ୟରେ ଘରମାଲିକମାନଙ୍କୁ ଗରିବ ଭଡାଟିଆଙ୍କୁ ତିନିମାସର ଘରଭଡା ଛାଡ କିମ୍ବା ଅନ୍ତତଃ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ସ୍ୱାଧୀନତା ପରେ ଦେଶ ସମ୍ମୁଖୀନ ହେଉଥିବା ଏହା ସବୁଠାରୁ ବଡ ଜଟିଳ ପରିସ୍ଥିତି: ସର୍ଭେ

ନୂଆଦିଲ୍ଲୀ: କୋଭିଡ-୧୯ ସମ୍ପର୍କିତ ଜାତୀୟ ପ୍ରସ୍ତୁତି ସର୍ଭେ ରିପୋର୍ଟକୁ କେନ୍ଦ୍ର ସାଧାରଣ ଅଭିଯୋଗ, କାର୍ମିକ ଓ ପେନସନ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଗୁରୁବାର ଉନ୍ମୋଚନ କରିଛନ୍ତି । ଏହି ରିପୋର୍ଟ https://darpg.gov.in. ୱେବସାଇଟରେ ଉପଲବ୍ଧ ଅଛି । କୋଭିଡ-୧୯ ଜାତୀୟ ପ୍ରସ୍ତୁତି…

୫ ଏପ୍ରିଲ ରାତି ୯ ଟାରେ ୯ ମିନିଟ ଯାଏଁ ଆଲୋକ ଜଳାଇବାକୁ ମୋଦୀଙ୍କ ଅନୁରୋଧ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଜି ସକାଳ ୯ ଟାରେ ଦେଶବାସୀଙ୍କ ସହ ମୋଦୀ ସେୟାର କରିଥିବା ଏହି ଭିଡ଼ିଓ ବାର୍ତ୍ତାରେ ଆସନ୍ତା ୫ ତାରିଖ ଅର୍ଥାତ ରବିବାର…

ଲକ୍‌ଡାଉନ ବେଳେ ପିଲାଙ୍କ ପାଇଁ ସରକାର ଆରମ୍ଭ କଲେ ଅନଲାଇନ ପ୍ରତିଯୋଗିତା ‘ମୋ ପ୍ରତିଭା’

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ଏବେ ପିଲାଏ ଘରେ ରହି ବୋର ହେଉଛନ୍ତି । ସ୍କୁଲ ବନ୍ଦ ସାଙ୍ଗକୁ ଘରୁ ବାହାରିବା ମନା । ସବୁ ଦିନ ସକାଳୁ ସେମାନଙ୍କର ଗୋଟିଏ ପ୍ରଶ୍ନ ‘ଆଉ କେତେ ଦିନ ରହିବ ଏଇ ଲକ୍ ଡାଉନ’ ? ଏହି ସମୟରେ ୫ରୁ ୧୮ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ…

କରୋନା ବିରୋଧୀ ଲଢେଇ: ଆବଶ୍ୟକୀୟ ସାହାଯ୍ୟ ଯୋଗାଇବେ ଏନସିସି କ୍ୟାଡଟ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ବେସାମରିକ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି) ଆଗେଇ ଆସିଛି । ଏହି କ୍ୟାଡେଟମାନେ ଏକ୍ସରସାଇଜ ଏନସିସି ଯୋଗଦାନ କାର୍ଯ୍ୟକ୍ରମରେ କରୋନା ସଂକ୍ରମଣର ମୁକାବିଲା ପାଇଁ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ ଯୋଗାଇ…

ତବଲଗୀ ଜାମାତରେ ସାମିଲ ଥିବା ୯୬୦ ବିଦେଶୀ ପର୍ଯ୍ୟଟକଙ୍କୁ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ଅନୁଯାୟୀ ତବଲଗୀ ଜାମାତ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୯୬୦ ବିଦେଶୀ ପର୍ଯ୍ୟଟକଙ୍କୁ କଳା ତାଲିକାଭୁକ୍ତ କରାଯାଇଛି । ଏହିପରି ସମସ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ…

ଲକଡାଉନ ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଜାରି ରଖିଛି ଭାରତୀୟ ରେଳ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଥିଲେ ମଧ୍ୟ କରୋନା ସଂକ୍ରମଣ କାଳରେ ଭାରତୀୟ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରଖିଛି । ଭିତିଭୂମି ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟର ହିତକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସମୟୋଚିତ ଭାବେ ସାଧାରଣ ଜିନିଷପତ୍ର ପହଂଚାଇବା କାର୍ଯ୍ୟ କରିଛି ।…

ଆପୋଲୋର ପ୍ରୋଜେକ୍ଟ ଷ୍ଟେ ଆଇ: ହୋଟେଲ କୋଠରିରେ ଆଇସୋଲେସନ ରୁମ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ ପକ୍ଷରୁ ପ୍ରୋଜେକ୍ଟ ଷ୍ଟେ ଆଇ ବିଷୟରେ ଘୋଷଣା କରାଯାଇଛି । ଏଥିରେ କ୍ୱାରାଟିଂନ୍ ପାଇଁ ହୋଟେଲ୍ କୋଠରିଗୁଡ଼ିକୁ ଆଇସୋଲେସନ୍ ରୁମ୍‌ରେ ପରିଣତ କରାଯାଉଛି । ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଏଠାରେ ଏଭଳି ଭାବେ ରଖାଯାଉଛି ଯଦ୍ୱାରା…