Latest Odisha News

BREAKING NEWS

Yearly Archives

2020

ଲକ୍ ଡାଉନ୍ ଅନୁଚିନ୍ତା: ଆସ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଜଙ୍ଗଲ ଭିତରେ ପ୍ରତିଯୋଗିତା ଚାଲୁଥିବା ବେଳେ ଆମେ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଭୂଲିଯାଉ । ଆମର ଲକ୍ଷ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ କେନ୍ଦ୍ରିତ ଥାଏ । କେମିତି ପ୍ରତିଯୋଗିତାରେ ବିଜୟୀ ହେବା । କିନ୍ତୁ ତା ବାହାରେ…

ପରୀକ୍ଷଣ ପାଇଁ ପଠାଗଲା ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ଯାଜପୁର ବ୍ୟକ୍ତିଙ୍କ ନମୁନା

ଯାଜପୁର: ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶରେ ଯୋଗଦେଇଥିବା ପ୍ରତିନିଧିଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଂଝାରପୁର ବ୍ଳକର ଏହି ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ

ପୁରୀ: ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ପୁରୀରେ ପହଂଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ । ନୟାଗଡ ବନଖଣ୍ଡରୁ ୮ ଖଣ୍ଡ ଫାସ କାଠ ଆଜି ଟ୍ରକ୍‌ରେ ଆସି ପୁରୀରେ ପହଂଚିଛି । ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟା ଦିନ ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ ହେବ । ତେବେ ଆସନ୍ତାକାଲି ରାମ ନବମୀ ଅବସରରେ…

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ପାଳିତ; ଭଣ୍ଡାରଘରୁ ବିଜେ କଲେ ଶ୍ରୀଲୋକନାଥ

ପୁରୀ: ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତି ନୀତିରେ ପାଳିତ ହୋଇଛି ଅଶୋକାଷ୍ଟମୀ । ଆଜିର ଏହି ପବିତ୍ର ଅଶୋକାଷ୍ଟମୀ ତିଥିରେ ଶ୍ରୀମନ୍ଦିରସ୍ଥିତ ଭଣ୍ଡାରଘରୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଛି ।…

କାହାକୁ କୋଭିଡ-୧୯ ପରୀକ୍ଷାର ଆବଶ୍ୟକତା ରହିଛି ? ଜାଣନ୍ତୁ

ନୂଆଦିଲ୍ଲୀ: ସମସ୍ତ ଲୋକଙ୍କୁ କୋଭିଡ-୧୯ ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ । ମୁଖ୍ୟତଃ ସେହି ବ୍ୟକ୍ତିଙ୍କୁ ଦରକାର, ଯେଉଁମାନେ କୋଭିଡ-୧୯ ପ୍ରଭାବିତ ଦେଶରୁ ଯାତ୍ରା କରିଛନ୍ତି କିମ୍ବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଛନ୍ତି । କେଉଁ ବ୍ୟକ୍ତିଙ୍କୁ କୋଭିଡ-୧୯ ପରୀକ୍ଷା…

କେୟାର ହସ୍ପିଟାଲ୍ ପକ୍ଷରୁ ରୋଗୀଙ୍କ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟବସ୍ଥା

ଭୁବନେଶ୍ୱର: କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ଏହାର ସମସ୍ତ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ଲାଗି ସାମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟବସ୍ଥାକୁ ମୂତୟନ କରାଯାଇଛି । ଏହି ସଙ୍କଟମୟ ସମୟ ଏବଂ ଲକ୍ ଡାଉନ୍ ଅବଧିରେ ଟେଲିମେଡିସିନ୍ ସେବାକୁ ବ୍ୟବହାର କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ…

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି; ୧,୬୩୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୬୩୭ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚିତ କରାଯାଇଛି ।…

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜା ଚାଲିଛି: ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ଚିନ୍ତା ବଢାଇଦେଇଛି ନିଜାମୁଦ୍ଦିନ ଘଟଣା । ରାଜ୍ୟର ୧୫ ଜଣ ସେଠାରୁ ଫେରିଥିବା ସୂୂଚନା ମିଳିବା ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ…

ବିଶୋଧନ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର: ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବିଶୋଧନ ପ୍ରକ୍ରିୟା । ଆଜି ସକାଳୁ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ କଳ୍ପନା ଛକ ନିକଟ ରବି ଟକିଜ ଅଂଚଳରେ ସାନିଟାଇଜେସନ କାମ ଆରମ୍ଭ କରିଛି । ପୁରା ଅଂଚଳକୁ ଜୀବାଣୁ ମୁକ୍ତ କରିବାକୁ ସୋଡିୟମ ହାଇପୋକ୍ଲୋରାଇଡ ମିଶ୍ରିତ ପାଣି…

‘ଷ୍ଟାର ୱାର’ ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ଲଣ୍ଡନ: ‘ଷ୍ଟାର ୱାର’ ଫିଲ୍ମର ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ସେ ୟୁକେର ସରେ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ପତ୍ନୀ ଗାବ୍ରିଏଲ ରୋଜର୍ସ ଅଷ୍ଟ୍ରେଲିୟାରେ କ୍ୱାରେଣ୍ଟାଇନରେ ଅଛନ୍ତି…