Latest Odisha News
Yearly Archives

2020

୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଚତୁର୍ଥ କୋଭିଡ୍‌-୧୯ ରୋଗୀ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ ଯିଏକି ଓଡ଼ିଶାର ଚତୁର୍ଥ ପଜିଟିଭ୍ କରୋନା ସଂକ୍ରମିତ ବ୍ୟକ୍ତିଭାବେ ଚିହ୍ନଟ ହୋଇଛନ୍ତି ସେ ୭ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । “ଏହି ଚତୁର୍ଥ…

ଆସନ୍ତୁ ଜାଣିବା କରୋନା କେଉଁ ଦେଶ ପାଇଁ କିଲର ସାବ୍ୟସ୍ତ ହୋଇନି

ନୂଆଦିଲ୍ଲୀ: ସମସ୍ତେ ଏବେ କରୋନାର କିଲର ଜାଲରେ ଛଟପଟ । ୧୮୦ରୁ ଊର୍ଦ୍ଧ୍ୱ ଦେଶରେ ଏହା ପାଖପାଖି ୯ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି । ତେବେ ଏପରି କେତେକ ଦେଶ ଅଛି ଯେଉଁଠାରେ କରୋନା ପହଂଚିପାରି ନାହିଁ । ଆମେରିକାର ଜନ ହପକିନ୍ସ ୟୁନିଭରସିଟିରୁ ମିଳିଥିବା ତଥ୍ୟ ଅନୁସାରେ…

ଫେସବୁକରେ ଚତୁର୍ଥ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ଫଟୋ ଅପଲୋଡ କରି ଭଦ୍ରକରେ ୩ ଗିରଫ

ଭଦ୍ରକ: ଭଦ୍ରକରେ ଜଣେ ଯୁବକ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସୋସିଆଲ୍ ମିଡ଼ିଆରେ ଏହି ରୋଗୀଙ୍କ ଫଟୋ ଅପଲୋଡ଼ କରିବା ଅଭିଯୋଗରେ ପୋଲିସ ଭଦ୍ରକରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିିଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ଓଡ଼ିଶାର ଏହି…

ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଚତୁର୍ଥ ପଜିଟିଭ୍ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରିି ସର୍ମ୍ପକରେ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ତାଙ୍କର କରୋନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହୋଇଥିଲା । Live Press Conference #Covid19 @HFWOdisha…

କୋଭିଡ-୧୯ ଲକଡାଉନ: ଓଡିଶାରେ କମିଲା ଅପରାଧ ହାର

ଭୁବନେଶ୍ୱର: ଓଡିଶାରେ କୋଭିଡ-୧୯ ଲକଡାଉନ ଯୋଗୁଁ ଅପରାଧ ହାର କମିଛି । କଟକରେ ରାଜ୍ୟ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡିଛି ଯେ, ଗୋଟିଏ ଦିନରେ ରୁଜୁ କରାଯାଉଥିବା ଅପରାଧିକ ମାମଲା ୫୦ ପ୍ରତିଶତ କମିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୨ରେ ଘୋଷଣା କରାଯାଇଥିବା ଲକଡାଉନ ଫଳରେ…

‘ଉତ୍କଳ ଦିବସ’ ପରିବର୍ତ୍ତେ ‘ଓଡ଼ିଶା ଦିବସ’ ନାମକରଣ ନେଇ ପ୍ରତିବାଦ

ଭୁବନେଶ୍ୱର: ଆଜି ପବିତ୍ର ଉତ୍କଳ ଦିବସ ଓଡ଼ିଶାରେ ପାଳିତ ହୋଇଯାଇଛି । କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟ ଲକ୍‌ଡାଉନ ରହିଥିବା ଯୋଗୁଁ ରାଜ୍ୟ ସରକାର ଏହି ଉତ୍ସବକୁ ଆଡ଼ମ୍ବର ସହକାରେ ପାଳନ କରିନାହାନ୍ତି । ତେବେ ‘ଉତ୍କଳ ଦିବସ’ ପରିବର୍ତ୍ତେ ‘ଓଡ଼ିଶା ଦିବସ’ ନାମକରଣରେ ଏହି ପବିତ୍ର ଦିବସକୁ…

କୋଭିଡ-୧୯ ଲକଡାଉନ: ରାଜସ୍ଥାନ ଦରଗାହର ଧାର୍ମିକ ସଭାରେ ୧୦୦ ଜଣ ସାମିଲ, ୬ ଗିରଫ

ଅଜମେର: ମଙ୍ଗଳବାର ଦିନ ରାଜସ୍ଥାନର ଅଜମେର ଜିଲ୍ଲାର ସରୱର ଟାଉନ ସ୍ଥିତ ଦରଗାହ ଠାରେ ଏକ ଧାର୍ମିକ ସଭାରେ ପାଖାପାଖି ୧୦୦ଜଣ ଲୋକ ସାମିଲ ହୋଇଥିଲେ । ପୋଲିସ ତାଙ୍କୁ ସେ ସ୍ଥାନରୁ ତଡିବାକୁ ବଳ ପ୍ରୟୋଗ କରିଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି । ସେହି ଦରଗାହରେ ପାଖାପାଖି ୧୦୦ଜଣ ଲୋକ ସାମିଲ…

ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଦାନ କରି ସମାଲୋଚିତ ହେଲେ କ୍ରିକେଟର ଯୁବରାଜ ଓ ହରଭଜନ

ଭୁବନେଶ୍ୱର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଅର୍ଥ ଦାନ କରି ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି କ୍ରିକେଟର ଯୁବରାଜ ସିଂ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଯୁବରାଜ ଏବଂ…

କରୋନା ସଂକ୍ରମଣରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କ ପରଲୋକ

ଜୋହାନ୍ସବର୍ଗ: ବିଶ୍ୱର ଖ୍ୟାତିସମ୍ପନ୍ନ ଭାଇରସ ସମ୍ବନ୍ଧୀୟ ବୈଜ୍ଞାନିକ ଗୀତା ରାମଜୀଙ୍କ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହୋଇଛି । ସେ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ସାଉଥ ଆଫ୍ରିକୀୟ ଯିଏକି କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସାଉଥ ଆଫ୍ରିକାରେ ଏଯାଏଁ କରୋନାଭାଇରସ ଯୋଗୁଁ ୫ଜଣଙ୍କ…

କୋଭିଡ-୧୯; ୫ଦିନ ପରେ ଘରକୁ ଫେରିଲେ ଡାକ୍ତର, ଜାଣନ୍ତୁ କ’ଣ ଘଟିଲା ତାଙ୍କ ପରିବାର ସହ ?

ଭୋପାଳ: ୫ ଦିନ ପରେ ଘରକୁ ଫେରିଥିଲେ ଡାକ୍ତର ଦେହାରିଆ । ହେଲେ ଘର ଭିତରକୁ ଯିବା ପରିବର୍ତ୍ତେ ବାହାରୁ ହିଁ ହସ୍ପିଟାଲକୁ ଫେରିଯାଇଥିଲେ । ମଧ୍ୟପ୍ରଦେଶ ଭୋପାଳରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚା ସାଉଣ୍ଟିଛି । କରୋନାଭାଇରସ୍ ଆକ୍ରମଣର ଜବାବ ଦେବା ପାଇଁ ସାରା ଦେଶର ଡାକ୍ତରମାନେ ନିଜ ଜୀବନକୁ…