ଜାଣନ୍ତୁ, ଦେଶର ୧୦ଟି କରୋନା ‘ହଟ୍ସ୍ପଟ୍’
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତର ୧୦ଟି କରୋନା ଭୂତାଣୁ ସଂକ୍ରମଣ ହେବାର ସ୍ଥାନ ବା ହଟ୍ସ୍ପଟ୍ ଚିହ୍ନଟ କରିଛନ୍ତି ।
ଦେଶର ଏହି ୧୦ଟି କରୋନା ହଟ୍ସ୍ପଟ୍ ମଧ୍ୟରେ ରହିଛି ଦିଲ୍ଲୀର ଦିଲସାଦ୍ ଓ ନିଜାମୁଦ୍ଦିନ, ଉତ୍ତରପ୍ରଦେଶର ନୋଇଡ଼ା ଏବଂ ମୀରଟ । ସେହିପରି ରାଜସ୍ଥାନର ଭିଲୱାରା,…