କୋଭିଡ୍-୧୯ ଲକ୍ଡ଼ାଉନ୍: ଟେଲିକମ୍ କର୍ମଚାରୀଙ୍କୁ ପୋଲିସ ନ’ପିଟିବା ଲାଗି କେନ୍ଦ୍ରର ଅନୁରୋଧ
ଭୁବନେଶ୍ୱର: ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡ଼ାଉନ୍ ଚାଲିଥିବା ବେଳେ ଓଡ଼ିଶା ପୋଲିସ ରାଜ୍ୟର କେତେକ ଟେଲିକମ୍ୟୁନିକେସନ କର୍ମଚାରୀଙ୍କୁ ନିର୍ଦ୍ଦୁମ ପିଟିଥିବାର ଅଭିଯୋଗ ଆସିଥିଲା । ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଏହି ଷ୍ଟାଫମାନଙ୍କୁ ନପିଟିବାକୁ ଓଡ଼ିଶା…