Latest Odisha News

BREAKING NEWS

Yearly Archives

2020

ଲକଡାଉନ ସତ୍ୱେ ସବୁ ପରିବହନ ଗାଡିକୁ ଯାତାୟାତ ଅନୁମତି

ନୂଆଦିଲ୍ଲୀ: କୋଭିଡ-୧୯ର ମୁକାବିଲା ଲାଗି ଜାରି ରହିଥିବା ଲକଡାଉନ ମଧ୍ୟରେ ଦେଶରେ ଅତ୍ୟାବଶ୍ୟକ ତଥା ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡିକୁ କେନ୍ଦ୍ର ପକ୍ଷରୁ ଯାତାୟାତ ଅନୁମତି ପ୍ରଦାନ କରାଯାଇଛି । ଏନେଇ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ…

ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌

ଭୁବନେଶ୍ୱର: ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଆଜି ପ୍ରଥମ କରି ଲୋକସେବା ଭବନର ନୂଆ କନ୍‌ଭେନସନ ହଲ୍‌ରେ ବସିଥିବା ବଜେଟ ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇ ପାରିତ ହୋଇଛି । ଏନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ସୂଚନା ଦେଇଛନ୍ତି । ଏଥିସହ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ…

ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସ ସଂକ୍ରମଣ ବଢ଼ୁଥିବା ଚିନ୍ତା ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକଙ୍କୁ ସର୍ଦ୍ଦି, ଫ୍ଲୁ, ଆଲର୍ଜି ଓ ଘାତକ ଭାଇରସ ମଧ୍ୟରେ ଥିବା ଅନ୍ତରକୁ ବୁଝାଇବା ପାଇଁ ଏକ ପରାମର୍ଶର ପାଳନ କରିବାକୁ କହିଛି । କୋଭିଡ-୧୯ର ଲକ୍ଷଣ ହେଉଛି ଜ୍ୱର ହେବା, ଥଣ୍ଡା…

କୋଭିଡ୧୯: ଭିନ୍ନକ୍ଷମଙ୍କ ପାଇଁ ସାଙ୍କେତିକ ଭାଷାରେ ପ୍ରସ୍ତୁତ ହେଉଛି ସଚେତନତା ବାର୍ତ୍ତା ଓ ଆଡଭାଇଜରୀ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସମସ୍ତ ସୂଚନା ଓ ପରାମର୍ଶ ସାଙ୍କେତିକ ଭାଷାରେ ମଧ୍ୟ ପ୍ରସ୍ତୁତ କରାଯିବା ଆରମ୍ଭ ହୋଇଛି । ଶ୍ରବଣଶକ୍ତି ରହିତ ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । Let's prevent COVID-19…

ଧୋନୀ କ୍ରିକେଟରୁ ୩୦ ଲକ୍ଷ ଆୟ କରି ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ

ରାୟପୁର: ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ୱାସିମ ଜାଫର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ଏକ ତଥ୍ୟ ଉଜାଗର କରିଛନ୍ତି । ସେ କହିଛନ୍ତି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିବା ପରେ ସେ ତିଷ୍ଠି ରହିବା ନେଇ ସନ୍ଦେହରେ ଥିଲେ । ସେଥିପାଇଁ ମୋତେ…

ହ୍ୱାଟ୍ସଆପରେ ବଦଳିଲା ଷ୍ଟାଟସ ଦେବା ପ୍ରକ୍ରିୟା, ଜାଣନ୍ତୁ

ବେଙ୍ଗାଲୁରୁ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ଭାରତରେ ବହୁଳ ମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର, ବୃଦ୍ଧି ପାଇଛି। ଯାହାଫଳରେ ନେଟୱର୍କରେ ଭାର କମାଇବା ପାଇଁ ସୋମବାର ଦିନ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ ଭାରତରେ ଷ୍ଟାଟସ୍ ଭିଡିଓ ସମୟକୁ ୩୦ସେ. ରୁ ୧୫ ସେକେଣ୍ଡ ମଧ୍ୟରେ ସୀମିତ…

ଲକ୍‌-ଡାଉନ୍ ଅପଡେଟ୍‌: ନିଲମ୍ବିତ ହେଲେ ଦୁଇ ଦିଲ୍ଲୀ ଆଇଏଏସ୍ ଅଫିସର !

ନୂଆଦିଲ୍ଲୀ: ରବିବାର ଦୁଇ ବରିଷ୍ଠ ଦିଲ୍ଲୀ ସରକାରୀ ଅଫିସରଙ୍କୁ ନିଲମ୍ବିତ କରିଛି କେନ୍ଦ୍ର ସରକାର । କରୋନା ମହାମାରୀରେ ନିଜ ଦାୟୀତ୍ୱରେ ଅବହେଳା କରିଥିବାରୁ ଅନ୍ୟ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । Initiation of Disciplinary Proceedings against Four…

ଆଇସୋଲେସନରେ ରହିଲେ ୫୬ ଜଣ ଓଡିଆ ତୀର୍ଥଯାତ୍ରୀ

ରାଉରକେଲା: ଉତ୍ତରପ୍ରଦେଶରୁ ଏକ ବସ୍ ଯୋଗେ ଆସି ରାଉରକେଲାରେ ପହଞ୍ଚିଥିବା ୫୬ ତୀର୍ଥଯାତ୍ରୀଙ୍କୁ ସୋମବାର ଦିନ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାପ୍ତସୂଚନାନୁସାରେ ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାରୁ ପାଖାପାଖି ୫୬ ଜଣ ତୀର୍ଥଯାତ୍ରୀ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧କୁ ବୃଦ୍ଧି, ୨୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୦୭୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୨୯ ଜଣ ବ୍ୟକ୍ତିଙ୍କର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନା, କୁରାନ୍ ଓ ଟ୍ରମ୍ପ, କାହା ସହିତ କାହାର ରହିଛି ସଂପର୍କ ?

ଭୁବନେଶ୍ୱର: କରୋନା ଭଳି ମହାମାରୀ ଅନେକ ଦେଶଙ୍କୁ ଲକ୍‌-ଡାଉନ୍ କରିବାକୁ ବାଧ୍ୟ କରିଛି । ଏମିତି ପରିସ୍ଥିତିରେ ଆମେରିକୀୟ ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ସୋସିଆଲ୍ ମିଡିଆ ୟୁଜର୍‌ଙ୍କ ଦାବି ଅନୁସାରେ କୋଭିଡ୍‌-୧୯କୁ କାବୁ କରିବା…