କରୋନାଭାଇରସ ନେଲା ପାକିସ୍ତାନର ସ୍କ୍ୱାଶ ଖେଳାଳି ଆଜମଙ୍କ ଜୀବନ
ଲାହୋର: ପାକିସ୍ତାନର ମହାନ ସ୍କ୍ୱାଶ ଖେଳାଳି ଆଜମ ଖାଁ କରୋନା ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ୯୫ ବର୍ଷୀୟ ଆଜମ ଲଣ୍ଡନରେ ରହୁଥିଲେ ।
୧୯୫୯ରୁ ୧୯୬୨ ମଧ୍ୟରେ ସେ ୪ ଥର ବ୍ରିଟିଶ ଓପନ ଟାଇଟଲ ଜିତିଥିଲେ । କରୋନାରେ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ସେ ମୃତ୍ୟୁବରଣ…