Latest Odisha News

BREAKING NEWS

Yearly Archives

2020

କରୋନା ପ୍ରକୋପ: ନିଜ ରେକର୍ଡ ଭାଙ୍ଗିଲା ଇଟାଲୀ, ୨୪ ଘଣ୍ଟାରେ ୯୧୯ ମୃତ

ରୋମ: ଘାତକ କରୋନାଭାଇରସ ଯୋଗୁଁ ଇଟାଲୀରେ ୨୪ ଘଣ୍ଟାରେ ୯୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଇଟାଲୀରେ ମୃତ୍ୟୁ ସଂଖ୍ୟା ୯୧୩୪କୁ ପହଞ୍ଚିଛି । ମାର୍ଚ୍ଚ ୨୧ରେ ଇଟାଲୀରେ ଦିନକରେ ହୋଇଥିବା ମୃତ୍ୟୁ ସଂଖ୍ୟା ୭୯୩କୁ ଇଟାଲୀ ନିଜେ ଟପି ଯାଇଛି । କରୋନାରେ ଇଟାଲୀରେ ଗୁରୁବାର ଦିନ ୭୧୨ଜଣଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୮-୩-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୮ ରିଖ ଶନିବାର ମୀନ ୧୫ ଦିନ ଚୈତ୍ର  ମାସ ଶୁକ୍ଳ ପକ୍ଷ  ଚତୁର୍ଥୀ ତିଥି  ଦ୍ବିଜା  ନକ୍ଷତ୍ର ମେଷ  ଚନ୍ଦ୍ର  ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-:  ମେଷ ରାଶିର…

ଜନସାଧାରଣଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ନିରାପଦରେ ପହଞ୍ଚାଇବା ନେଇ ସରକାର ଅଙ୍ଗିକାରବଦ୍ଧ: ରେଳ, ବାଣିଜ୍ୟ ଓ ଶିଳ୍ପ…

ନୂଆଦିଲ୍ଲୀ: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶ ସମ୍ମୁଖିନ ହେଉଥିବବା ବିଭିନ୍ନ ବିଷୟ ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ଏକ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଭିତିଭୂମି ଓ ଇ-କମର୍ସ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।…

ଲକ୍‌-ଡାଉନ୍‌: ମୁମ୍ବାଇ ପୋଲିସର ନିଆରା ତରିକା !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ସାରା ଭାରତରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମିଳିଛି ମିଳିତ ପ୍ରତିକ୍ରିୟା । ତେବେ ଖାସ କରି ମୁମ୍ବାଇ ପୋଲିସର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । Love this! Navi #Mumbai police melodiously asking public to stay…

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନେଇ ଆଜି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ଏକ ହଜାର ଟଙ୍କା ସହାୟତା ଯୋଗାଇ ଦେବେ । । ଏ ନେଇ ୯୪୦ କୋଟି…

କରୋନାରେ ଆକ୍ରାନ୍ତ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ: ବିଟ୍ରେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଏନେଇ ଶୁକ୍ରବାର ସକାଳେ ଟ୍ୱିଟ କରି ଜଣାଇଛନ୍ତି । Over the last 24 hours I have developed mild symptoms and tested positive for coronavirus. I am now…

କଟକର ଡ୍ରିମ୍ସରେ ସ୍ଥାପିତ ହେବ କରୋନା ଭୂତାଣୁ ହସ୍ପିଟାଲ

କଟକ: କଟକ ଜିଲ୍ଲା ଟାଙ୍ଗିସ୍ଥିତ ଡ୍ରିମ୍ସରେ ଓଡ଼ିଶା ସରକାର କରୋନା ଭୂତାଣୁ ହସ୍ପିଟାଲ ସ୍ଥାପିତ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ସୂଚନାନୁଯାୟୀ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ରହିବ ୫୦ଟି ଆସିୟୁ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶୁକ୍ରବାର ଦିନ ଡ୍ରିମ୍ସ…

କୋଭିଡ୍‌-୧୯: ସର୍ବିଆକୁ ୧ମିଲିଅନ୍ ୟୁରୋ ଦାନ କଲେ ନୋଭାକ୍ ଜୋକୋଭିକ୍ !

ସର୍ବିଆ: ନିଜ ଦେଶକୁ ୧ମିଲିଅନ୍ ୟୁରୋ ଡୋନେଟ୍ କଲେ ବିଶ୍ୱର ୧ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ । କରୋନାଭାଇରସ୍ ବିରୋଧୀ ଲଢେଇରେ ଆବଶ୍ୟକ ସଂରଜାମ କିଣିବା ପାଇଁ ନୋଭାକ ନିଜ ଦେଶକୁ ସହାୟତା ଦେଇଛନ୍ତି । My wife @jelenadjokovic and I have donated 1 million euros via…

କୋଭିଡ୍‌୧୯: ଧୋନୀ ଦେଲେ ଟଙ୍କା, ବିଗିଡିଲେ ସାକ୍ଷୀ !

ଝାଡଖଣ୍ଡ: କରୋନା ମହାମାରୀ ପାଇଁ ଧୋନୀ ଦାନ କରିଥିଲେ ୧ ଲକ୍ଷ ଟଙ୍କା । ହେଲେ ଏବେ ମିଡିଆ ଉପରେ ବର୍ଷିଛନ୍ତି ତାଙ୍କ ଧର୍ମପତ୍ନୀ ସାକ୍ଷୀ । ଗୁରୁବାର ଏକ ଚାରିଟେବଲ ଟ୍ରଷ୍ଟକୁ ଧୋନୀ ୧ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଖବର ପ୍ରଚାରିତ ପରେ ବହୁ ଭାରତୀୟ ଧୋନୀଙ୍କୁ ସମାଲୋଚନା କରିବାକୁ…

ଲକ୍ ଡାଉନ ନେଇ ଚିନ୍ତାରେ ନଟିଆ

ଏବେ କରୋନାକୁ ନେଇ ଚିନ୍ତାରେ ନଟିଆ । ଲକ୍ ଡାଉନ ଯୋଗୁଁ ସେ କବାଟ ଦେଇ ଘରେ ରହୁଛି । କିଏ ଘରକୁ ଆସିଲେ କବାଟ ଖୋଲିବାକୁ ରାଜି ନୁହେଁ । କେବଳ ସେତିକି ନୁହେଁ ଘରକୁ ଆସିଥିବା କକାଙ୍କୁ ଏକ ମିଟର ଦୂରରେ ରହିବାକୁ କହୁଛି । ଏପରିକି ତାଙ୍କୁ ଚା ବିସ୍କୁଟ ଖାଇବା ପୂର୍ବରୁ ହାତ କେମିତି ଧୋଇବା ତା…