କରୋନା ଭୟ: ଏକାଠି ମିଳିମିଶି ମୁକାବିଲା କରିବାକୁ ନିବେଦନ କଲେ ନବୀନ
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ମାରାତ୍ମକ ଭୂତାଣୁ ସଂକ୍ରମଣରୁ ନିଜକୁ କିଭଳି ରକ୍ଷା କରିହେବ ସେଥିପାଇଁ ସେ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି । କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ନବୀନ…